Orisha

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଭାଟ କୁମର ଡ଼ା ଠାରେ ହିନ୍ଦୀ ଦିବସ ପାଳନ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଭାଟ କୁମର ଡ଼ା ଠାରେ ହିନ୍ଦୀ ଦିବସ ପାଳନ ଅବସରରେ ଆୟୋଜିତ ସଭାରେ କୃତୀ ପ୍ରତିଯୋଗୀ ମାନକୁ ସମ୍ବର୍ଦ୍ଧିତ କରାଯାଇଥିଲା ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଚାର ସଭାର ସମ୍ପାଦକ ଶ୍ରୀ ପ୍ରଫୁ୍ଲ କୁମାର ରଥ ଶିକ୍ଷା ବିତ ଶ୍ରୀ ରାଜ ଗୋପାଲ ରାଓ ଶ୍ରୀ ନରସିଂହ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ହିନ୍ଦୀ ଭାଷା ର ପ୍ରଚାର ଓ ପ୍ରସାର ଦିଗରେ ବକ୍ତବ୍ୟ ରଖି ଥିଲେ ।

ଗଞ୍ଜାମ ରୁ ଭବାନୀ ଶଙ୍କର ପଣ୍ଡା ଙ୍କ ରିପୋର୍ଟ ସମର୍ଥ ନିୟୁଜ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button