ଇଉରୋକିଡ଼ସ ସ୍କୁଲର ଗ୍ରାଣ୍ଟ ପ୍ୟାରେଣ୍ଟସ ଦିବସ ପାଳିତ.


ଭୁବନେଶ୍ୱର, ଆଜି ଲୋହିଆ ଏକାଡେମୀରେ ସୂର୍ଯ୍ୟନଗର ବ୍ରାଞ୍ଚ ଇଉରୋକିଡ଼ସ ସ୍କୁଲ ତରଫରୁ ଗ୍ରାଣ୍ଟସ ପ୍ୟାରେଣ୍ଟସ ଦିବସ ପାଳନ କରାଯାଇଥିଲା. ଏହି ଦିବସ ଉତ୍ସବରେ ବହୁ ମାତ୍ରାରେ ଗ୍ରାଣ୍ଡ ପ୍ୟାରେଣ୍ଟସ ମାନେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ. ଇଉରୋକିଡ଼ସ ତରଫରୁ ପ୍ରତିବର୍ଷ ଗ୍ରାଣ୍ଡ ପ୍ୟାରେଣ୍ଟସ ଦିବସ ପାଳନ କରାଯାଇଥାଏ. ଆମେ 2016ରୁ ଗ୍ରାଣ୍ଡ ପ୍ୟାରେଣ୍ଟସ ଦିବସ ସ୍କୁଲରେ ପାଳନ କରିଆସିଛୁ ଏହି ବର୍ଷ ଆମର ପିଲା ସଂଖ୍ୟା ବଢିଥିବାରୁ ଓ ଗ୍ରାଣ୍ଡ ପ୍ୟାରେଣ୍ଟସ ମାନେ ଅଧିକ ସଂଖ୍ୟାରେ ଆସିବାକୁ ଆଗ୍ରହ ପ୍ରକାଶ କରୁଥିବାରୁ ଲୋହିଆ ଏକାଡେମୀ ଠାରେ କରିବାକୁ ନିଷ୍ପତି ନେଲୁ ଓ ଆଜି ପ୍ରୋଗ୍ରାମ ବହୁତ ବଢିଆ ହେଲା ଆମେ ସମସ୍ତେ ଏନଜୟ କଲୁ ବୋଲି କହିଛନ୍ତି ସ୍କୁଲର ଅଧକ୍ଷା ମୋନାଲିସା ଶତପଥି.ଆମ ସ୍କୁଲରେ ଏବେ 210ପିଲାମାନେ ଅଛନ୍ତି, ଇଉକେଜି ପର୍ଯ୍ୟନ୍ତ ପାଠ ପଢାଉଛୁ, ଟିଉସନ, ଆକ୍ଟିଭିଟି କ୍ଲାସ ଓ ଡେ କେୟାର ଦେଉଛୁ, ଆମର 22ଜଣ ଷ୍ଟାଫ ବହୁତ ଭଲ ସର୍ଭିସ ଦେଉଛନ୍ତି ପ୍ରତିବର୍ଷ ପିଲା ବଢୁଛନ୍ତି ଏବଂ ଫିସ କ୍ଲାସ ଟୁ କ୍ଲାସ ଅଲଗା ଅଲଗା ଅଛି ବୋଲି କହିଛନ୍ତି ଇଉରୋକିଡ଼ସ ସ୍କୁଲର ମୁଖ୍ୟ ପରିଚାଳକ ଯାନୀ ମ୍ୟାଡ଼ାମ.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିୟୁଜ



