ଆମ ପୋଲିସ ସମିତି ବୈଠକ


କଟକ -ସମର୍ଥ ନିୟୁଜ କଣ୍ଟାପଡା ବ୍ଲକ ଉରାଡ଼ ପଞ୍ଚାୟତ ର ମା ସପ୍ତଫେଣୀ ମନ୍ଦିର ପ୍ରାଙ୍ଗଣ ରେ ଗୋବିନ୍ଦପୁର ଥାନା ପୋଲିସ ଙ୍କ ଦ୍ଵାରା ଆୟୋଜିତ ଆମ ପୋଲିସ ସମିତି ର ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ଏହି ସମିତି ବୈଠକ ରେ ସ୍ଥାନୀୟ ସରପଞ୍ଚ ନୋମିନି ବୁଦ୍ଧିଜୀବୀ ଓ ମହିଳା ସମିତି ର ସଦସ୍ୟ ମାନେ ଯୋଗଦେଇଥିଲେ l
ଗୋବିନ୍ଦପୁର ଥାନା ଅଧିକାରୀ ରବିନାରାୟଣ ବେହେରା ଉପଖଣ୍ଡ ଅଧିକାରୀ ରଶ୍ମିରଂଜନ ସାହୁ ଡ଼ିମିରି ଫାଣ୍ଡି ଅଫିସର ଦୃଜ୍ୟଧାନ ସେଠି ସ୍ଥାନୀୟ ପ୍ରତିନିଧି ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଅଶ୍ୱିନୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ କିପରି ସୁସମ୍ପର୍କ ଗଠିତ କରିବା ସ୍ଥାନୀୟ ଅଂଚଳ ର ବିଭିନ୍ନ ସମସ୍ୟା ଜନ ବିବାଦ ବୟସ୍କ ଓ ନାଗରିକଙ୍କ ସୁରକ୍ଷା ଏବଂ ଏହାର ପ୍ରତିକାର ଓ ଆଇନି ର ଆବଶ୍ୟକତା ଅନୁସାରେ ସବିଶେଷ ଆଲୋଚନା କରିଥିଲେ l ଗାଡି ମଟର ଚାଳନା ପାଇଁ ନିୟମ ମହିଳା ଓ ଶିଶୁ ମାନଙ୍କ ଅଧିକାର ସୁରକ୍ଷ୍ୟ ଏବଂ ଏହାର ପ୍ରତିକାର ସ୍ଥାନୀୟ ଲୋକ ଏଥିରେ ଦୁଇଶହ ରୁ ଉର୍ଦ୍ଧ ମତ ସାବ୍ୟସ୍ତ କରିଥିଲେ ସ୍ଥାନୀୟ ପ୍ରତିନିଧି ବ୍ରଜକିଶୋର ପ୍ରଧାନ ସଭାତୀକୁ ସୁନ୍ଦରକାରୀ ତୋଳିଥିଲେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇ ସଭାକାର୍ଯ୍ୟ ସମାପନ କରାଯାଇଥିଲା କଣ୍ଟାପଡା ରୁ ପୁଷ୍ପଲତା ଦୀକ୍ଷିତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



