Orisha
ବୌଦ୍ଧ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ୨୦୨୩ ଅବସରରେ ସ୍ୱମ୍ବର୍ଦ୍ଧନା l


ବୌଦ୍ଧ -01-10- ବିଜେପି ଯୁବମୋର୍ଚ୍ଚା ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ବୌଦ୍ଧ ବିଧାନସଭା ଓ କଣ୍ଟାମାଳ ବିଧାନସଭା ସ୍ତରୀୟ ,” ରକ୍ତଦାନ ଶିବିର” ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସ୍ବତନ୍ତ୍ର ରକ୍ତଦାନ ଶିବିର କରିଥିବା ଯୋଗୁଁ ଆଜି ବୌଦ୍ଧ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ୨୦୨୩ ଅବସରରେ ସ୍ୱମ୍ବର୍ଦ୍ଧନା ସହିତ ମାନପତ୍ର ଗ୍ରହଣ କରିବା ର ବିଶେଷ ମୁହୂର୍ତ୍ତ ତା ୦୨.୧୦.୨୩ ପ୍ରକାରେ :-ଏଥି ପାଇଁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଟଳ କୁମାର ପ୍ରଧାନ ଓ ତାଙ୍କ ଟିମ୍ ର ସଦସ୍ୟ ଙ୍କ ସହିତ ଜିଲ୍ଲା ବିଜେପି ର ସମସ୍ତ ନେତୃବୃନ୍ଦ ପ୍ରମୁଖ ଙ୍କୁ ମୋର ଅଭିନନ୍ଦନ ସହିତ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରୁଅଛି ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



