Orisha

ଜଉଁରାଭଉଁରା ପଞ୍ଚାୟତ ରେ ମିଲେଟ ମଦର କାର୍ଯ୍ୟକ୍ରମ ଅନୁଷ୍ଠିତ

ଉଲୁଣ୍ଡା ୩୦/୦୯(ନି.ପ୍ର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଜଉଁରାଭଉଁରା ପଞ୍ଚାୟତ ସଭାଗୃହ ଠାରେ ଓଡିଶା ମିଲେଟ ମିଶନ ଅଧିନସ୍ଥ “ରାଧା ” ସେଚ୍ଛାସେବୀ ଅନୁଷ୍ଠାନ ତରଫରୁ ମିଲେଟ ମଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳା ସ୍ଵାସ୍ଥ୍ୟ କର୍ମି ସରୋଜିନୀ କର୍ମି ଏହାର ଉପକାରିତା ଉପରେ ଅବଗତ କରାଇଥିଲେ।ବ୍ଳକ ସଂଯୋଜକ ସୁଜିତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ମମତା କୂଅର, ପଞ୍ଚାୟତ ଅଧିକାରୀ ସ୍ଵୟଂଭୁ ପୁରୋହିତ ଯୋଗ ଦେଇଥିଲେ। ଏଥିରେ ୫୦ଜଣ ଏସ.ଏସ.ଜି ମହିଳା , ଅଙ୍ଗନବାଡ଼ି କର୍ମି,ଆଶା କର୍ମି,ସାମିଲ ଥିଲେ। ଏଥିରେ ବିନୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ ଦେଇଥିଲେ। ଏଥିରେ ଗୈରବ ପ୍ରସାଦ ଦିଗଲ,ଜ୍ୟୋତି ରଂଜନ ମହାକୁଡ଼ ଓ ଲକ୍ଷ୍ମୀ ନାରାୟଣ ଚାନ୍ଦ ସହଯୋଗ କରିଥିଲେ।

ଉଲୁଣ୍ଡା ରୁ ରାଜେଶ ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button