Orisha
ସୋଲର ରେ ହନୁମାନ ଚାଳିଶା ପାଠ ଅନୁଷ୍ଠିତ।


ଆଜି ସୋଲର ଗ୍ରାମ ରେ ଶିକ୍ଷାବିତ ଶ୍ରୀକାନ୍ତ କୁମାର ପ୍ରହରାଜ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ହନୁମାନ ଚାଳିଶା ଅନୁଷ୍ଠିତ ହୋଇଯାଇଅଛି, ଚନ୍ଦନ ପ୍ରହରାଜ କର୍ତ୍ତା ଭାବେ ପୂଜାମଣ୍ଡପ ରେ ବସି ପୁଷ୍ପାଞ୍ଜଳି ପ୍ରଦାନ କରି ଥିଲେ, ମନ ମୋହନ ସିଂହ ଓ ଚୈତନ୍ୟ ମହାନ୍ତି ସଂଗୀତ ପରିଚାଳନା କରି ଥିବା ବେଳେ କାର୍ତିକ ରାଉତ ତରଣୀ ସେନ ରାଉତ ଭ୍ରମର ସାହୁ ଅଜୟ ବେହେରା ପ୍ରମୁଖ ହନୁମାନ ଚାଳିଶା ପାଠ କରି ଥିଲେ, ପୂଜକ ଶ୍ୟାମ ସୁନ୍ଦର ଶତପଥି ଅସିତ ତ୍ରିପାଠୀ ବେଦ ମନ୍ତ୍ର ପାଠ କରି ଥିଲେ, ସୂର୍ଯ୍ୟ ମଣି ପ୍ରହରାଜ ସନ୍ତୋଷ କୁମାର ପ୍ରହରାଜ ଙ୍କ ସମେତ ବହୁ ଶ୍ରୋତା କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରି ଥିଲେ, ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



