Orisha

କଣ୍ଟାମାଳରେ ଉଦ୍ୟାନ କୃଷି କର୍ମଶାଳା

 

କଣ୍ଟାମାଳ ୨୯/୯:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର କଲ୍ୟାଣ ମଣ୍ଡପଠାରେ କଣ୍ଟାମାଳ ଉଦ୍ୟାନ କୃଷି ବିଭାଗ ତରଫରୁ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ କୃଷି ବୈଜ୍ଞାନିକ ସସ୍ମିତା ପାଲ,କଣ୍ଟାମାଳ ସିଡିପିଓ ଜ୍ୟୋତ୍ସ୍ନାରାଣୀ ପାଢ଼ୀ, କୃଷି ଅଧିକାରୀ ଚାନ୍ଦିନୀ ପ୍ରଧାନ,କଣ୍ଟାମାଳ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଗୋବିନ୍ଦ ସେଠୀ ମଞ୍ଚାସିନ ରହି ଉଦ୍ୟାନ କୃଷି ଉପରେ କୃଷକମାନଙ୍କୁ ସଚେତନବାର୍ତ୍ତା ଦେଇଥିଲେ |ପୂର୍ଣ୍ଣ ଚନ୍ଦ୍ର ଖଟୁଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉଦ୍ୟାନ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button