Orisha

ସାରା ଦେଶରେ ଚାଲିଥିବା “ମୋ ମାଟି -ମୋ ଦେଶ” କାର୍ଯ୍ୟକ୍ରମ

ନିଆଳୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହଳଦିବସନ୍ତ ଗ୍ରାମରେ ବିଜେପି ନେତା ତଥା ଏସ.ସି ମୋର୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ ଙ୍କ ନେତୃତ୍ଵରେ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଯଶୋସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଭାରତର ପ୍ରତ୍ୟେକ ଗାଁ ମାନଙ୍କ ରୁ ମାଟି ଯାଇ ବୀର ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉଦେଶ୍ୟରେ ଦିଲ୍ଲୀରେ ସହିଦ ଭାଟିକା ନିର୍ମାଣ କରାଯିବ । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ମିଶ୍ର, ପ୍ରକାଶ ନାୟକ , ଶିଶିର ଦାଶ, ଦୁର୍ଗା ରଥ, ଅଶୋକ ଦାସ, ବିଭୁତି ନାୟକ, ପ୍ରଦୀପ ନାୟକ, ନକୁଳ ବେହେରା, ବିଜୟ ଖଟେଇ,ଯୋଗେନ୍ଦ୍ର ସାହୁ, ସୋମ୍ୟ ବିଶ୍ୱାଳ, ନିମାଇଁ ଭୋଇ,ଚିତ୍ତ ରଞ୍ଜନ ଭୋଇ, ନିଗମ ସାହୁ, ପ୍ରଦ୍ୟୁମ୍ନ ସ୍ୱାଇଁ, ବାଦଲ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ.

କଟକ ଜିଲ୍ଲା ନିଆଳି ବ୍ଲକର ପ୍ରତିନିଧି

ସେକ ଫୟାଜ୍ ଉଦ୍ଦିନ ।

Related Articles

Back to top button