ଜ଼ିଲ୍ଲା ପାଠଗାର ଠାରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ l


ବୌଦ୍ଧ -28.09- ଜ଼ିଲ୍ଲା ପାଠଗାର ଠାରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଜେ. ଡି. ହାଇସ୍କୁଲ ର ବିଶ୍ୱନାଥ ବେହେରା ପ୍ରଥମ, ସେଣ୍ଟ ଜାଭିୟର ସ୍କୁଲ ର ପ୍ରିୟାଂଶି ପ୍ରିୟଦର୍ଶିନୀ ସାହୁ ଦ୍ଵିତୀୟ ଏବଂ ଗୌରୀ ଶଙ୍କର ପବ୍ଲିକ ସ୍କୁଲ ର ଓଁକାର ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରିଥିଲେ l ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ଦେଶାତ୍ମ ବୋଧକ ସଂଗୀତ ପ୍ରତିଯୋଗିତା ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଡ୍ରଜାଲିନ ମିଶ୍ର ପ୍ରଥମ, ଖଲିଆବଗିଚା ୟୁ. ପି. ସ୍କୁଲ ର ଇତିଶ୍ରୀ ବିଶି ଦ୍ଵିତୀୟ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଆଶ୍ରିତା ମହାକୁଳ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଉଚ୍ଚ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ମନୀଷାରାଣୀ ପୁରୋହିତ ପ୍ରଥମ, ସ୍ଵାତୀ ସ୍ନେହା ଶାସିନି ଦ୍ଵିତୀୟ, ସେଣ୍ଟ ଜାଭିୟର ପ ବ୍ଲିକ ସ୍କୁଲ ର ଆର୍ଯ୍ୟନ ନାରାୟଣ ଦେବ ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ରାଜଶ୍ରୀ ମହାପାତ୍ର ତୃତୀୟ ସ୍ଥାନ,ପ୍ରବନ୍ଧ ପ୍ରତିଯୋଗିତା ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଦୀପିକା ବାରିକ ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସ୍ମୃତି ଆରl ଧନା ବେହେରା ଦ୍ଵିତୀୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଅର୍ପିତା ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ l ବିଚାରକ ଭାବେ ରମେଶ ପ୍ରସାଦ ମେହେର, ନୀଳ ଲୋହିତ ମହାପାତ୍ର, ବିଜୟ କୁମାର ସାହୁ, ସମୀର କୁମାର ସାହୁ, ନନ୍ଦ କିଶୋର ସାହୁ, ସ୍ୱରୂପ କୁମାର ପଟ୍ଟନାୟକ, ସୁବାଷ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗ ଦେଇଥିଲେ l ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ପତ୍ୟେ କ୍ଷ ତତ୍ୱାବଧାନ ରେ ଏହି ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା l ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦେଶ ମତେ ସହ ଗୋଷ୍ଠି ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା, ସି. ଆର. ସି. ସି. ସତ୍ୟ ନାରାୟଣ ସାହୁ (ବୌଦ୍ଧ ଏନ. ଏ. ସି, ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ, ଗ୍ରନ୍ଥl ଗାରିକ ଅକ୍ଷୟ କୁମାର ମହାକୁଡ଼, କର୍ମଚାରୀ ଜିତେନ୍ଦ୍ର ମହାନ୍ତି, ବୀର କିଶୋର କର୍ମୀ, ଅମରିଷ ମିଶ୍ର, ମିକୁନ ଘିବେଲା, ସୁବାଷିନୀ ସେ ଠି ଏହି ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏହି ପ୍ରତିଯୋଗିତା ରେ ବିଦ୍ୟାଳୟ ର ବହୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଉପସ୍ଥିତ ଥିଲେ l
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



