ପାଇକେରାପୁର ମୁସଲିମ ବସ୍ତି ରେମହମଦ ଜୟନ୍ତୀ


ଆଜି ସୋଲର ଗ୍ରା ପ ପାଇକେରା ପୁର ମୁସଲିମ ବସ୍ତି ରେ ପବିତ୍ର ମହରମ ଅବସର ରେ ଇସଲାମ ଧର୍ମ ର ପ୍ରବର୍ତ୍ତକ ମହା ପୁରୁଷ ମହମଦ ଙ୍କ ଜୟନ୍ତୀ ମହା ସମାରୋହ ରେ ପାଳିତ ହୋଇ ଯାଇଅଛି, ପ୍ରଥମେମହାଜୀଦ ରେ ପୂଜାର୍ଚନା କରା ଯାଇ ନମାଜ ପାଠ କରା ଯାଇଥିଲା, ମୌଲାନା ମୁଦିମୁଲ୍ଲ ହୁଦା ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଏକ ବିରାଟ ପଟୁଆର ରେ ଶହ ଶହ ମୁସଲିମ ଭାଇ ମହଜିତ ଠାରୁ ବାହାରି ଛତିଆ ସ୍ଥିତ ପିର ଠାକୁର ଙ୍କ ପୀଠ କୁ ଯାଇଥିଲେ, ସେଠାରେ ପୂଜାର୍ଚନା କରି ମହିଫେରି ଥିଲେ,ସୁଜାତା ମସୃଲ ଖାନ ଏହି ଶୋଭା ଯାତ୍ରା କୁ ପରିଚାଳନା କରି ଥିଲେ, ସୋଲର ଗ୍ରା ପ ପୂର୍ବତନ ସରପଞ୍ଚ ନୀଳମଣି ରାଉତ ଏଥିରେ ଯୋଗ ଦେଇ ବସ୍ତି ବାସି ଙ୍କୁ ଉତ୍ସଚ୍ଛାହିତ କରାଇଥିଲେ, sk ଅସିତ ଅବଦୁଲ ଖାନ ସିଦ୍ଧିକ ଜାନ ରମଜାନ ଖାନ ଓ ଶେଖ ନାୟୀମ ଙ୍କ ସମେତ ସମସ୍ତ ମୁସଲିମ ଭାଇ ସହଯୋଗ କରି ଥିଲେ, ସନ୍ଧ୍ୟା ରେ ମନୋରଞ୍ଜନ କାର୍ଯ୍ୟ କ୍ରମ ରଙ୍ଗା ରଙ୍ଗ ଅନୁଷ୍ଠିତ ହୋଇ ଥିଲା, ସମସ୍ତେ ପଂକ୍ତି ଭୋଜନ ରେ ଯୋଗ ଦେଇଥିଲେ, ଭାଇ ଚାରା ର ପବିତ୍ର ସମ୍ପର୍କ ରେ ବାନ୍ଧି ହୋଇ ଅତୀତ ର ଦୋସା ଦୋଷ କୁ ଭୁଲି ଯାଇ ଥିଲେ, ସମସ୍ତେ ସମସ୍ତ ଙ୍କୁ କୋଳାଗ୍ରତ କରି ଥିଲେ, ବଧେଇ ଜଣାଇ ଥିଲେ,
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



