ଏବେ ବି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଷୋଳଘର ଗ୍ରାମ ବଞ୍ଚି ରହିଛି ଏକ ନିଆରା ପରମ୍ପରା


ଭାଦ୍ରବ ମାସ ଶେଷ ମଙ୍ଗଳବାର ଦିନ ଗ୍ରାମ ଦେବତୀ ଙ୍କ ବାର୍ଷିକ ପୂଜା ଉତ୍ସବ ପାଳନ କରାଯାଇଥାଏ ଏଥିରେ ଵିଜ୍ଞ ପଣ୍ଡିତ ପୁରୋହିତ ମାନଙ୍କ ଦ୍ଵାରା ସୋମବାର ରେ ବାବା ଦୁର୍ଗେଶ୍ୱରଙ୍କ ଠାରେ ହୋମ ହୋଇ ପର ଦିନ ମଙ୍ଗଳବାର ରେ ମା ଠାକୁରାଣୀ ଙ୍କ ନିକଟରେ ପୂଜା ଅର୍ଚ୍ଚନା ହୋମ ଆଦି କରାଯାଇ ସେହିଦିନ ସନ୍ଧ୍ୟା ରେ ଗ୍ରାମର ପ୍ରତ୍ୟେକ ଘରୁ ମାଙ୍କ ପାଇଁ ପିଠା ପଣା ଧରି ଗ୍ରାମ ପରିକ୍ରମା କରି ମାଙ୍କ ପାଖରେ ପୂଜା ଅର୍ଚନା କରନ୍ତି ଏହି ନିଆରା ପର୍ବ ଶୁଣାଯାଏ ମହିଷାସୁର ର ଅତ୍ୟାଚାର ରେ ବ୍ୟାକୁଳ ହୋଇ ଦେବୀ ଦୁର୍ଗା ଙ୍କ ସରଣପନ ହୋଇ ମା ଅସୁର କୁ ବଦ୍ଧ କରିବା ପାଇଁ ଯୁଦ୍ଧ କରିବା ବେଳେ ରାକ୍ଷସର ପ୍ରତେକ ରକ୍ତ ବିନ୍ଦୁ ପୃଥିବୀ ସ୍ବର୍ଶ କରନ୍ତେ ଅଗଣିତ ରାକ୍ଷସ ସୃଷ୍ଟି ହେବା ଦେଖି ମା ମଧ୍ୟ ଦେବି ମନକୁ ସୃଷ୍ଟି କରି ରାକ୍ଷସ ବଦ୍ଧ କରି ଧରା ପୃଷ୍ଟକୁ ଉଶ୍ୱାସ କରିଥିଲେ, ପୃଥିବୀ ଶାନ୍ତ ହେଲା ସତ ସୃଷ୍ଟି ହୋଇଥିବା ଦେବି ମନକୁ ଖାଦ୍ୟ ପେୟ ଯୋଗାଇବା କୁ ଯାଇ ପ୍ରତେକ ଜନବସତି ରେ ରହିବାକୁ ଆଦେଶ ଦେଲେ ଓ ବର୍ଷ କୁ ଥରେ ଭୋଗ ପାଇବାକୁ ଅନୁମତି ଦେଇ ଚାଲିଗଲେ ସେହି ଦିନ ଠାରୁ ପ୍ରତ୍ୟେକ ଗାଁ ରେ ଏହି ପରମ୍ପରା ରହି ଆସିଛି
ପୁରୁଷୋତ୍ତମପୁର ରୁ ଅଜିତ କୁମାର ପାଢ଼ୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ



