Orisha

ଛତିଆ ଚଟି ଘର ନିକଟରେ ଭାରସାମ୍ୟ ହରାଇ ଦିଭାଇଡର ପିଟି ହେଲା କାର,

Braking news l

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବୈରୀ ଥାନା 16ନମ୍ବର ଜାତୀୟ ରାଜ ପଥ ଛତିଆ ଚଟି ଘର ନିକଟରେ ଭାରସାମ୍ୟ ହରାଇ ଦିଭାଇଡର ପିଟି ହେଲା OD 09y2545କାର, କାର ଟି ଚଣ୍ଡିଖୋଲ ପଟୁ କଟକ ଆଡକୁ ଯାଉ ଥିବା ଭାରସାମ୍ୟ ହରାଇ ପିଟି ହୋଇ ଥିଲା, ଖବର ପାଇଁ ଛତିଆ ବିଟ ହାଉସ ଅଧିକାରୀ ଘଟଣା ସ୍ଥଳରେ ପହଂଚି ତିନି ଜଣ ଗୁରୁତ୍ତର ଆହତଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇ ଥିବା ସୂଚନା l

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button