ବିଧାୟକ ଙ୍କ କର କମଳରେ 4 ଗୋଟି ପଂଚାୟତ ୪୪୩ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ l


– ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନେଳିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ୪ ଗୋଟି ପଞ୍ଚାୟତ ର ୪୪୩ ଗୋଟି ଯୋଗ୍ୟ ହିତାଧୀକାରୀ ମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ ହୋଇଥିଲା। ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ରାଜ୍ୟ ସରକାର ଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।
ସୋଲର ପଞ୍ଚାୟତର ୭୭ ଜଣ, ଛତିଆ ପଞ୍ଚାୟତ ର ୧୧୪ ଜଣ, ଚମ୍ପା ପୁର ପଞ୍ଚାୟତ ୧୫୧ଜଣ, ନେଳିଆ ପଞ୍ଚାୟତ ୧୦୧ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରା ଯାଇଥିଲ।ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ସଭାପତି ଅରବିନ୍ଦ ସାମଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷ ଗଣେଶ୍ଵର ବରାଳ,୧୬ ନମ୍ୱର୍ ଜିଲ୍ଲାପରିଷଦ ଜଚିନ୍ଦ୍ର ନାୟକ, ସସ୍ମିତା ମହାନ୍ତି, ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ, ଗୀତାଞ୍ଜଳି ବେହେରା,ଛତିଆ ସମିତି ସଭ୍ୟ ଦୀପକ ସାହୁ, ଶରତ ଚନ୍ଦ୍ର ପାଣିଗ୍ରାହୀ, ସୋଲର ସରପଞ୍ଚ ବିଜୟ ସ୍ୱାଇଁ, ସମିତି ସଭ୍ୟ ସଞ୍ଜୟ ବେହେରା, ପୂର୍ବତନ ସରପଂଚ ବାସୁଦେବ ସ୍ୱାଇଁ, ମନୋଜ ସାମଲ, ଧୀରେନ୍ଦ୍ର ନାଥ ପ୍ରମୁଖ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



