Orisha

ସୁବର୍ଣ୍ଣପୁର ବନ ଖଣ୍ଡ ଉଲୁଣ୍ଡା ବନାଞ୍ଚାଳ ଚଢେଇପଙ୍କ ଗାଁରେ ବାଘ ଆତଙ୍କ।

ବିନିକା, ୨୪/୯ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ବନ ଖଣ୍ଡ ଉଲୁଣ୍ଡା ବନାଞ୍ଚଳ ଅଧିନସ୍ତ ଚଢେଇପଙ୍କ ଗ୍ରାମରେ ଆଜି କଲରା ପତରିଆ ବାଘ ଆତଙ୍କ ଖେଳି ଯାଇଛି। ଚଢେଇପଙ୍କ ଗାଁରେ ମହାନଦୀ ଖଣ୍ଡିରେ ଏକ କଲରା ପତରିଆ ବାଘ ବୁଲୁଥିବା ଗାଁ ଲୋକେ ଦେଖିଲେ। ବାଘକୁ ଦେଖି ଗ୍ରାମବାସୀ ଡରି ଯାଇଛନ୍ତି। ଗାଁରେ ଏବେ ବାଘ କୋକୁଆ ଭୟ ଲାଗି ରହିଛି। ଏନେଇ ଗ୍ରାମବାସୀ ଉଲୁଣ୍ଡା ବନ ବିଭାଗକୁ ଜଣେଇଥିଲେ। ଖବର ପାଇ ଉଲୁଣ୍ଡା ବନ ବିଭାଗ କର୍ମଚାରୀ ଚଢେଇପଙ୍କ ମହାନଦୀ ଘାଟରେ ବୁଲୁଥିବା କଲରା ପତରିଆ ବାଘର ଗତିବିଧି ଉପରେ ନଜର ରଖିଛି। କଲରା ପତରି ବାଘର ପାଦ ଚିହ୍ନ ମଧ୍ୟ ବନ ବିଭାଗ ଠାବ କରିଛି। ଚଢେଇପଙ୍କ ଗାଁରେ ଏବେ କୋକୁଆ ଭୟ ଲାଗିଛି।

 

ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)

Related Articles

Back to top button