Orisha
କଳାହାଣ୍ଡି ଜିଲ୍ଲା ର ନୂଆଁଖାଇ ଅବସରରେ ସ୍ଥାନୀୟ ସାଇ ମନ୍ଦିର ରେ ଧୂମଧାମରେ ପାଳନ


କଳାହାଣ୍ଡି ଜିଲ୍ଲା ର ନୂଆଁଖାଇ ଅବସରରେ ସ୍ଥାନୀୟ ସାଇ ମନ୍ଦିର ରେ ଧୂମଧାମରେ ପାଳନ କରାଯାଇଛି। ଏହି ଅବସରରେ ପ୍ରଥମେ ବାବା ସାଇନାଥ ଙ୍କୁ ଅଲଢୀ କରାଯାଇଥିଲା ତା ପରେ ନୁଆଁ ଧାନ ଓ ଚୁଡ଼ା ଅର୍ପଣ କରାଯାଇ ଥିଲା ଓ ଢା ପରେ ସମସ୍ତ ଭକ୍ତ ଙ୍କୁ ନୂଆଁ ଚୂଡା ଦିଆଯାଇ ଥିଲା। ସମସ୍ଥ ଭକ୍ତ ମିସୀ ପ୍ରସାଦ ସେବନ କରିଥିଲେ, ଏଥିରେ ବହୁତ ପରିମାଣରେ ଭକ୍ତ ଙ୍କ ସମାଗମ ହୋଇଥିଲା ଓ ବହୁତ ଆନନ୍ଦ ଉଲ୍ଲାସ ସହ ନୂଆଁଖାଇ କୁ ଉପଭୋଗ କରିଥିଲେ।ଓ ସମସ୍ତ ଛୋଟ ଛୋଟ ବୃନ୍ଦ ବଡ଼ ଗୁରୁଜନ ଙ୍କ ଠାରୁ ଅସୀଵାଦ ନେଇ ଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ



