
BIG-BREAKING

ଏବେ ଏବେ ଚଣ୍ଡିଖୋଲ ଗାନ୍ଧୀଛକ ନିକଟସ୍ଥ କ୍ରୀଷ୍ଣା ଢାବା ନିକଟରେ ମର୍ମତୁନ୍ତ ସଡ଼କ ଦୁର୍ଘଟଣା ୨ ମୃତ,ମୃତକ ହେଲେ ବାଲିଚନ୍ଦ୍ରପୁର ଥାନା ଅଣକା ପଞ୍ଚାୟତ ମହାଦେଇପୂର୍ ଗ୍ରାମର ରାଜେଶ ଦଳାଇ ୨୦ ବର୍ଷ ,ଅଶୋକ ଦଳାଇ୧୮ ବର୍ଷ, ଘଟଣା ସ୍ଥଳେ ଚଣ୍ଡିଖୋଲ ଓ ଧର୍ମଶାଳା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ବଡ଼ଚଣା ଗୋଷ୍ଠି କେନ୍ଦ୍ରକୁ ପଠାଇଛନ୍ତି,
ବଡଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ. ସମର୍ଥ ନିୟୁଜ



