Orisha

ବିଷ ପିଇ ଯୁବକ ର ଆତ୍ମହତ୍ୟା

ଚନ୍ଦାହାଣ୍ଡି –23/9(ଆ ପ୍ର )– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ l ବେହେରାମୁଣ୍ଡା ଗ୍ରାମ ର କମଳ ପାଣ୍ଡେ ଙ୍କ ପୁଅ ଉପେନ୍ଦ୍ର ପାଣ୍ଡେ (20) ବିଷ ପିଇ ଆତ୍ମ ହତ୍ୟା କରି ଥିବା ନେଇ l ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୂତ୍ର ରୁ ଜଣା ପଡିଛି l ଏ ବାବଦ ରେ ଉପେନ୍ଦ୍ର ର ପରିବାର ଲୋକେ ଥାନା ରେ କୌଣସି ଅଭିଯୋଗ କରି ନ ଥିବା ବେଳେ l ଶବ ବ୍ୟବଛେଦ କରା ନ ଯାଇ ଉମରକୋଟ ଡାକ୍ତର ପରିବାର କୁ ହସ୍ତାନ୍ତର କରି ଥିବା ରୁ ଏହା କୁ ନେଇ ବିଭିନ୍ନ ମହଲ ରେ ତୀବ୍ର ଅସନ୍ତୋଷ୍ଟ ଦେଖା ଦେଇ ଛି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l

ମିଳିଥିବା ସୂଚନା ଅନୁସାରେ ବେହେରାମୁଣ୍ଡା ଗ୍ରାମ ର ଉପେନ୍ଦ୍ର ପାଣ୍ଡେ l ଗତ ଶୁକ୍ରବାର ଦିନ କୌଣସି କାରଣ କୁ ନେଇ ବିଷ ପିଇ ଦେବା ରୁ l ପରିବାର ଲୋକେ ରାତି 8 ସମୟ ରେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରି ଥିଲେ l ଏହାର ଓ ପି ଡି ନମ୍ବର 3725 ରହି ଥିବା ବେଳେ କାରଣ ଅଜ୍ଞ୍ୟାତ ବିଷ ରହିଛି l ପ୍ରାଥମିକ ଚିକିତ୍ସା ପରେ ଉପେନ୍ଦ୍ର ର ସ୍ୱାସ୍ଥ୍ୟ ର ଉନ୍ନତୀ ନ ହେବା ରୁ ତାଙ୍କୁ ଉମରକୋଟ ରେଫର କରାଯାଇ ଥିଲା l ସେଠାରେ ସେ ଚିକିତ୍ସା ଧିନ ଅବସ୍ଥା ରେ ମୃତ୍ୟୁ ବରଣ କରି ଥିଲେ l ଡାକ୍ତର ମୃତ୍ୟୁ ବାବଦ ରେ ପୋଲିସ କୁ କୌଣସି ସୂଚନା ନ ଦେବା ସହ ଶବ ବ୍ୟବଚ୍ଛେଦ ନ କରି ପରିବାର ଲୋକ ଙ୍କୁ ହସ୍ତାନ୍ତର କରି ଥିବା ରୁ l ଏ ଠାରେ ବିଭିନ୍ନ ମହଲ ରେ ନାନା ପ୍ରଶ୍ନବାଚୀ ଦେଖା ଦେବା ସହ l ଉପେନ୍ଦ୍ର ଜଣେ ବିବାହିତ ଯୁବକ ହୋଇଥିବା ସତ୍ୱେ ସେ କାହିଁକି ବିଷ ପିଇ ଲେ l ପରିବାର ଲୋକେ ଥାନା ରେ କଣ ପାଇଁ ଅଭିଯୋଗ କଲେନାହିଁ l କାହା ଚାପ ରେ ଡାକ୍ତର ଶଵ ବ୍ୟବଚ୍ଛେଦ ନ କରି ପରିବାର କୁ ହସ୍ତାନ୍ତର କରି ଥିଲା l ଏହା କୁ ନେଇ ଏଠାରେ ଚର୍ଚ୍ଚା ଜୋର ଧରିଛି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l

ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button