Orisha

ଜୟମଙ୍ଗଳା କେନାଲ କୁ ଗାଧେଇବାକୁ ଯାଇଥିବା ସମୟରେ କେନାଲରେ ବୁଡି ମୃତ୍ୟୁ।

ଆଜି ସକାଳ ୪ଟା ସମୟରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ ଅନ୍ତର୍ଗତ ଆଙ୍ଗୁ ଗ୍ରାମର ଜଣେ ମହିଳା ଜୟମଙ୍ଗଳା କେନାଲ କୁ ଗାଧେଇବାକୁ ଯାଇଥିବା ସମୟରେ କେନାଲରେ ବୁଡି ଯାଇଥିଲା ଯାହାର ନାମ ସୁଷମା ନାହାକ ବୟସ ୫୦ ସ୍ୱାମୀ ବିଜୟ ନାହାକ ଗ୍ରାମ ଆଙ୍ଗୁ ସକାଳ ସମୟରେ ଆଙ୍ଗୁ ଗ୍ରାମବାସୀ କେନାଲ ରେ ମୁର୍ତ୍ତୃବରଣକରିଥିବା ଶବକୁ ଦେଖି ପୁରୁଷୋତ୍ତମ ପୁର ଥାନାକୁ ଖବର ଦେଇଥିଲେ ଖବରପାଇ ପୁରୁଷୋତ୍ତମ ପୁର ପୋଲିସ ଓ ଅଗ୍ନୀଷମବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତକରି ସବ ବେବଛେଦନିମନ୍ତେ ପୋଲିସ ପଠାଇ ଘଟଣା ର ତଦନ୍ତ ଜାରିରହିଛି ।

ପୁରୁଷୋତ୍ତମପୁର ରୁ  ଅଜିତ କୁମାର ପାଢ଼ୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button