Orisha
କୁଜଙ୍ଗ ବ୍ଲକର ନୂତନ ବିଡ଼ିଓଙ୍କ ଦାୟିତ୍ୱଗ୍ରହଣ


କୁଜଙ୍ଗ :- ବିଭିନ୍ନ ସରକାରୀ ଦପ୍ତରରେ ଉଚ୍ଚପଦସ୍ତ ଅଫିସର ମାନଙ୍କୁ ବଦଳି କରାଯାଇ ଆଞ୍ଚଳିକ କାର୍ଯ୍ୟାବଳୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଇଛି ! ସେଇ ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକକୁ ନୂତନ ବିଡିଓ ଭାବେ ଦୀପକ ପ୍ରସାଦ ସ୍ୱାଇଁ ଆସିଥିବାବେଳେ ପୂର୍ବ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି !ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କୁଜଙ୍ଗ ବ୍ଲକର ସମସ୍ତ କର୍ମଚାରୀମାନେ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



