Orisha
ରାଜ୍ୟର ଅତିରିକ୍ତ ବଜେଟ ବିଧାନସଭାରେ ଉପସ୍ଥାପିତ.


ଭୁବନେଶ୍ୱର, ଆଜି ଅର୍ଥ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଅତିରିକ୍ତ ବଜେଟ ବିଧାନସଭାରେ ଆଗତ କରିଥିଲେ. ବଜେଟ ସମ୍ବନ୍ଧୀୟ ପୁସ୍ତିକା ମାନ୍ୟବର ବାଚସ୍ପତି ପ୍ରମିଳା ମଲିକ ଓ ମାନ୍ୟବର ଉପ ବାଚସ୍ପତିଙ୍କୁ ପ୍ରଦାନ କରିଥିଲେ. ପରେ ପରେ ବଜେଟର ରୂପ ରେଖ ସମ୍ପର୍କରେ ବିଧାନସଭାର 54ନମ୍ବର ପ୍ରକୋଷ୍ଠରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟର ଆର୍ଥିକ ଅବସ୍ଥା ଓ ବଜେଟରେ ବିଭିନ୍ନ ବିଭାଗ ଉପରେ ବୟବରାଦ ବିଷୟରେ ସୂଚନା ଦେଇଥିଲେ.
ରିପୋର୍ଟ ଦେବ ପ୍ରସାଦ ମହାନ୍ତି.



