Orisha
ବିଜେଡ଼ରୁ ଦୁଇଜଣ ବିଧାୟକ ବହିସ୍କୃତ.


ଭୁବନେଶ୍ୱର, ଆଜି ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଦୁଇଜଣ ବିଧାୟକଙ୍କୁ ଦୁର୍ନୀତି ଅଭିଯୋଗରେ ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି. ଖଣ୍ଡପଡାର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଲୋନ ଠକାଇ ମାମଲାରେ, ସମ୍ବାଦର ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ ଏକନୋମିକ୍ସ ଅଫେନ୍ସ ଉଇଙ୍ଗ ଅନୁସନ୍ଧାନ କରି କେଶ ରେଜିଷ୍ଟର କରିଥିବାରୁ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ବାଲେଶ୍ୱର ନିଗମାନନ୍ଦ ଆସୋସିଏଟସ ର ସବସିଡି ହେରଫେର ଦୁର୍ନୀତି ଅଭିଯୋଗରେ ଲୋକାଯୁକ୍ତଙ୍କ ଭିଜିଲାନସ ଇନକ୍ୱାରୀ ନିର୍ଦେଶ ପରିପେକ୍ଷୀରେ ବହିସ୍କୃତ ହୋଇଛନ୍ତି.ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଏକ ପ୍ରେସ ମିଟରେ ଘୋଷଣା କରିଛନ୍ତି.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିୟୁଜ



