Orisha

ଏକାଠି ନୂଆ ଖାଇଲେ କୁସୁର୍ଲା ବାସୀ

 

କଳାହାଣ୍ଡି ଜିଲ୍ଲାର କାର୍ଲମୁଣ୍ଡା ବ୍ଲକ ଅନ୍ତର୍ଗତ କୁସୁର୍ଲା ଗ୍ରାମରେ ସବୁବର୍ଷ ଭଳି ଏବର୍ଷ ମଧ୍ୟ ସମସ୍ତେ ଏକାଠି ନୂଆଖାଇଛନ୍ତି।ପ୍ରଥମେ ଗାଁର ଧରଣୀ ଗୁଡିରେ ପୂଜା କରାଯାଇଥିଲା ଏହାପରେ ନୀଳକଣ୍ଠେଶ୍ୱର ମନ୍ଦିର,ରାମ ମନ୍ଦିର ଓ ଲକ୍ଷ୍ମୀମନ୍ଦିରରେ ପୂଜା କରାଯାଇଥିଲା ।ଇତି ମଧ୍ୟରେ ସମସ୍ତେ ନିଜ ନିଜ ଗୃହରେ ଗୃହ ଦେବା ଦେବୀଙ୍କୁ ପୂଜା ସମ୍ପର୍ଣ୍ଣ କରିଥିଲେ।ଶେଷରେ ରାଧାକୃଷ୍ଣଙ୍କ ନିକଟରେ ପୂଜା କରାଯାଇ ନୂଆଚୁଡା ସମସ୍ତେ ଏକାଠି ସେବନ କରିଥିଲେ ।ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button