Orisha
ସ୍ୱାମୀ ବିବେକାନନ୍ଦ ୟୁଥ କ୍ଲବ ରେ ଗଣେଷ ପୂଜା


ଆଜି ସୋଲର ସ୍ଥିତ ସ୍ୱାମୀ ବିବେକା ନନ୍ଦ ୟୁଥ କ୍ଲବ ରେ ବିଘ୍ନ ବିନାଶ ଗଣପତି ଙ୍କ ପୂଜା ମହା ସମାରୋହ ରେ ପାଳିତ ହୋଇ ଯାଇଅଛି, କ୍ଲବ ର ସଭାପତି ପପୁ ସାମଲ ସମ୍ପାଦକ କାହ୍ନ ବାରିକ ଙ୍କ ତତ୍ୱା ବଧାନ ରେ କାଳିଆରାଉତ ଜଗୁଆ ବେହେରେ ମୁନା ସ୍ୱାଇଁ ଙ୍କ ସମେତ କ୍ଲବ ର ସମସ୍ତ ସଭ୍ୟ ସହଯୋଗ କରି ଥିଲେ,
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



