Orisha

ଆଶା ଶିକ୍ଷାନୁଷ୍ଠାନ ଗିରାସିଙ୍ଗା ବୌଦ୍ଧ ଠାରେ ଗଣେଶ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

 

ଆଶା ଶିକ୍ଷାନୁଷ୍ଠାନ ଗିରାସିଙ୍ଗା ବୌଦ୍ଧ ଠାରେ ଗଣେଶ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମେ ସାରସ୍ୱତ କାର୍ଯ୍ୟକ୍ରମ ହେବାସହ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଚେତନତା ନାଟକ ପରିବେଷଣ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଡଃ ଇଂ ସଞ୍ଜୟ କୁମାର ପଣ୍ଡା, ନୀଳଚକ୍ର ସାହିତ୍ୟ ସଂସଦ ପ୍ରତିଷ୍ଠାତା ତଥା ମୁଖ୍ୟ ବକ୍ତା ଭାବେ କିଶୋର ମିଶ୍ର ରୋମାଣ୍ଟିକ କବି ତଥା ସହ ଅତିଥି ଭାବେ ସୁବାସ ଚନ୍ଦ୍ର ବିଶି, ପ୍ରଧାନ ଶିକ୍ଷକ ରାମଗଡ଼, ଏବଂ ଗୋପାଳ ଅମାତ ସହ ଅତିଥି ଭାବେ ଯୋଗଦାନ କରିବାସହ ସୂର୍ଯ୍ୟକାନ୍ତି ବାରିକ,ସୁଞାନ ବାଘ, ଅରୁଣ ମେହେର,ପ୍ରମୋଦିନି ଦେଇ, ଚିତ୍ତ ରଞ୍ଜନ ବେହେରା, ପ୍ରଦିପ ସାହୁ, କରୁଣାକର ଘଣ୍ଟୁଆଳ, ମୀରାବାଇ ପାଣିଗ୍ରାହୀ,କାର୍ତ୍ତୀକେଶ୍ଵର ନାୟକ,ଅନିଲ, ସନ୍ତୋଷ ଦାସ, ଖଗେଶ୍ବର ସୁନା, ଆଦି ପ୍ରମୁଖ ଯୋଗ ଦେବାସହ ଅନୁଷ୍ଠାନ ର ଶିଶୁ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ନୃତ୍ୟ ସମାଜ ଊପରେ ନାଟକ:- କଳିଯୁଗର କଳକୀ ମଣିଷ ର ପରିବେଷଣ ହୋଇଥିଲା ଏଥିରେ ଆୟୋଜକ ନିବାଶ ନାୟକଙ୍କ ଦ୍ବାରା କାର୍ଯ୍ୟକ୍ରମ ଆୟୋଜକ ହୋଈଥିଲା

ବୌଦ୍ଧ ରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button