Orisha
ଯାକ ଯକମରେ ପାଳିତ ହୋଇ ଯାଇଛି ଶ୍ରୀ ଗଜାନନ ଙ୍କ ପୂଜା l


ବଡ ଯାକ ଯକାମରେ ପାଳିତ ହୋଇ ଯାଇଛି ଶ୍ରୀ ଗଜାନନ ଙ୍କ ଗଣେଶ ଚର୍ତୁର୍ଥୀ l ବାଣପୁର ର ପାର୍କ ବଜ଼ାର ର ଚରଣ ଚକାଦେବବଣିକ ସଙ୍ଘ, ଗୋପୀନାଥ ଦେବ ୟୁଥ କ୍ଲବ,ହନ୍ତୁଆଡ଼ ର ଅରୁଣିମା କ୍ଲବ ଓ ବାଲୁଗାଁ ପାଟଣା ସାହି ର କଣ୍ଢେଇ କ୍ଲବ ଓ ଚକ୍ରଧରପୁର ସାହି ର ଏ ଆର ସି କ୍ଲବ ଆଦି କ୍ଲବ ମାନଙ୍କରେ ଅତି ସୁନ୍ଦର ଭାବରେ ଆଲୋକ ସଜା ସହ ହନ୍ତୁଆଡର ପୂର୍ବପଟ ସାହି ର ଅରୁଣିମା କ୍ଲବ ର ସାଜସଜା ସହ ମା ଭଗବତୀ କଳାନିକେତନ ର କୁନି କଳାକାର ଓ ବିଶିଷ୍ଟ ଆଞ୍ଚଳିକ କଳାକାର ମାନଙ୍କ ଦ୍ୱାରା ଭଜନ ପରିବେଷଣ ଲୋକଙ୍କ ମନକୁ ଆକର୍ଷିତ କରିଥିଲା l
ବାଣପୁର ରୁ ତ୍ରିଲୋଚନ ବାରିକ ସମର୍ଥ news




