Orisha

ନାରାୟଣ ନଗର ହରିବଂଶ ଛକରେ 10ତମ ଗଣେଶ ପୂଜା ପାଳିତ l

ବୌଦ୍ଧ -19-09- ବୌଦ୍ଧ ଜ଼ିଲ୍ଲା ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ନାରାୟଣ ନାଗର ଗ୍ରାମ ର ହାରିବଂଶ ଛକରେ 10ତମ ଗଣେଶ ପୂଜା ପାଳିତ ହୋଇଯାଇଛି l ପ୍ରାୟ ଦିନ 11.30 ଘଣ୍ଟା ସମୟରେ ପୂଜା କାର୍ଯ୍ୟ ଆରମ୍ଭ ହୋଇ 2 ଘଣ୍ଟା ସମୟରେ ଶେଷ ହୋଇଥିଲା l ସମସ୍ତ ଭକ୍ତମାନେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ l ନାରାୟଣ ନଗର ଗ୍ରାମର ଜଗନ୍ନାଥ ମନ୍ଦିର ର ପୂଜକ ଅଜିତ ପାଣିଗ୍ରାହୀ ପୂଜା କାର୍ଯ୍ୟ କରିଥିବା ବେଳେ, ଘନଶ୍ୟାମ ମେହେର କାର୍ଯ୍ୟକର୍ତ୍ତା ଭାବରେ ପୂଜା କାର୍ଯ୍ୟ ତୁଲାଇ ଥିଲେ l ସଭାପତି ଭାବରେ ପ୍ରଦୀପ ମେହେର ଓ ସମ୍ପାଦକ ଭାବରେ ଆକାଶ ମେହେର   ଅଛନ୍ତି l ଦିନ ପ୍ରାୟ 3 ଘଣ୍ଟା ସମୟ ରେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ l ଏଠାରେ ପ୍ରାୟ 14 ଜଣ  ଭକ୍ତ ରହିଛନ୍ତି l ସେମାନେ ହେଲେ ରାମକୃଷ୍ଣ ମେହେର, ସୁଜିତ ମେହେର, ରଜତ ମେହେର, ରିଙ୍କୁ ମେହେର, ସୁମିତ ମେହେର, ବିଶ୍ୱନାଥ ମେହେର, ଗଣେଶ ମେହେର, ରୋହିତ ମେହେର, ମଣ୍ଟୁ ମେହେର, ଆଶିଷ ମେହେର, ଲିଙ୍ଗରାଜ ମେହେର ସହଯୋଗ କରିଥିଲେ l

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button