Orisha

ଛତିଆ ସମାଜ ସେବୀ ସଂଗଠନ ର କାର୍ଯ୍ୟାଳୟ ଉଦଘାଟିତ।।

ବଡ଼ଚଣା,୧୯।୯,(ନି; ପ୍ର) ଗଜାନନ ଙ୍କ ପୂଜା ଅବସରରେ ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଛତିଆ ଠାରେ ଛତିଆ ସମାଜସେବୀ ସଙ୍ଗଠନ ର ନୂତନ କାର୍ଯ୍ୟାଳୟ ର ସୁଭ ଉଦ୍ଘାଟନ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇ ଯାଇଛି। ଏହି ଅବସରରେ ସଙ୍ଗଠନ ର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିବା ବେଳେ ଅବସର ପ୍ରାପ୍ତ ବରିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ଭରତ କୁମାର ବେହେରା, ବରିଷ୍ଟ ଶିକ୍ଷକ ଦେବାଚଣ୍ଣ ସାହୁ, ବରିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ ମହାନ୍ତି,ଛତିଆ ସମାଜସେବୀ ସଙ୍ଗଠନ ପରିବାର ଉପଦେଷ୍ଟା ଶ୍ରୀଯୁକ୍ତ ହୃଷୀକେଶ ପୃଷ୍ଟି, ଉପଦେଷ୍ଟା ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଦାସ, ଉପଦେଷ୍ଟା ପ୍ରଦୋଷ ନାଥ ଉପସ୍ଥିତ ଥିବା ବେଳେ,ଛତିଆ ଅଞ୍ଚଳ ର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ବଜାର କମିଟି ସଭାପତି ଶ୍ରୀଯୁକ୍ତ ସନ୍ତୋଷ ମହାନ୍ତି ଙ୍କ କର କମଳ ରେ ଏହି ନୂତନ କାର୍ଯ୍ୟାଳୟ ର ଶୁଭ ଉଦ୍ଘାଟନ ହୋଇଥିଲା । ଛତିଆ ସମାଜସେବୀ ସଙ୍ଗଠନ ପରିବାର ସଭାପତି ସୌମ୍ୟ ରଂଜନ ବେହେରା, କୋଷାଧ୍ୟକ୍ଷ ରଞ୍ଜନ କୁମାର ସିଂ, ସମ୍ପାଦକ ଆଦିତ୍ୟ ଶଙ୍କର ପାତ୍ର, ସହ ସମ୍ପାଦକ ହୃଷୀକେଶ ସେଠୀ, ଉପସଭାପତି ନୃସିଂହ ଚରଣ ରାଉତ, ଛତିଆ ସମାଜସେବୀ ସଙ୍ଗଠନ ପରିବାର ସଦସ୍ୟ ଜିତୁ ଭାଇ, କଳ୍ପତରୁ ଭାଇ, ସଦସ୍ୟା ସୁପ୍ରିୟା ଭଉଣୀ, ରିତା ଭଉଣୀ,ସନ୍ତୋଷ ଭାଇ, ବସନ୍ତ ଭାଇ, ବାପୁନି ଭାଇ, ମିଟୁଆ ଭାଇ, ସିପୁ ଭାଇ,ସଞ୍ଜୟ ଭାଇ,ଅଜିତ ଭାଇ, ବିକୁ ଭାଇ, କାହ୍ନୁ ଭାଇ, ସଂଗଠନ ପକ୍ଷରୁ ସାଂପ୍ରତିକ ସମାଜ ରେ ସେବାର ନିଦର୍ଶନ ଜାରୀ ରଖି ଥିବାରୁ ସମସ୍ତ ସଦସ୍ୟ ମାନଙ୍କୁ ମୁଖ୍ୟ ଅତିଥି ସମସ୍ତ ସଦସ୍ୟ ସହଯୋଗୀ ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ଏହି ସେବା କାର୍ଯ୍ୟ ଅନୁଷ୍ଠାନ କୁ ଭବିଷ୍ୟତରେ ବିରାଟ ଦ୍ରୁମ ଧାରଣ କରିବ ବୋଲି ଶୁଭ କାମନା ପ୍ରକଟ କରିଥିଲେ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button