Orisha

ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଛି ଉପୁଳେଶ୍ୱର ଶିବ ମନ୍ଦିର

ପଞ୍ଚ ଦଶ ଶତାଧି ର ନିର୍ମିତ ସର୍ବ ପୁରାତନ ବଡ଼ଚଣା ବ୍ଲକ ବନ୍ତଳା ପଂଚାୟତ ଉପୁଳା ଗ୍ରାମ ର ଶିବ ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଛି, ସଂସ୍କୃତି ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଦୁଷ୍ଟି ଆଢୁଆଳ ରେ ଏହି ମନ୍ଦିର ଟି 2014ମସିହା ରେ

ମନ୍ଦିର ବେଢା କାର୍ଯ୍ୟ ମାତ୍ର 30ଭାଗ ସମ୍ପାଦନ ହୋଇଅଛି, କରୋନା ମହାମାରୀ ପୂର୍ବରୁ ପ୍ରାୟ 7ବର୍ଷ ହେବ ବିଭାଗ କର୍ତ୍ତୃପକ୍ଷ ଏଥି ପ୍ରତି ଆଉ ଧ୍ୟାନ ଦେଉ ନାହାନ୍ତି, ପ୍ରାଚୀନ କୀର୍ତିରାଜ ର ସୁରକ୍ଷା ନିମନ୍ତେ ସରକାର ସଚେତନ କିନ୍ତୁ ଉକ୍ତ ମନ୍ଦିର ର ପୁରୁଣା ବେଢା ଅବସ୍ଥା ଅତି ଶୋଚନୀୟ, ଠାଏ ଠାଏ ଭାଙ୍ଗି ଯାଇଛି ଓ ଭୁଷୁଡ଼ି ମଧ୍ୟ ପଡିଛି, ବାହାର ଗାଈ ଗୋରୁ ଓ କୁକୁର ଙ୍କ ଆଶ୍ରୟ ସ୍ଥଳୀ ରେ ଏହା ପରିଣତ ହୋଇ ଅଛି, ଏହାର ପୁନଃ ରୁଦ୍ଧାର ନିମନ୍ତେ ପ୍ରତି ବର୍ଷ ଗ୍ରାମ ବାସି ଲିଖିତ ଅଭିଯୋଗ କରି ଆସୁଛନ୍ତି, କିନ୍ତୁ କେହି କର୍ଣ୍ଣ ପାତ କରୁ ନାହାନ୍ତି, ବିଭାଗୀୟ କର୍ତ୍ତୃ ପକ୍ଷ ଏଥି ପ୍ରତି ଦୁଷ୍ଟି ଆକର୍ଷଣ କରି ବାକୁ ଗ୍ରାମ ବାସି ଦାବି କରି ଛନ୍ତି,

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button