Orisha
36ତମ ରାଜ୍ୟ ସ୍ତରୀୟ ମହିଳା ହ୍ୟାଣ୍ଡ ବଲ ପ୍ରତିଯୋଗିତା, ଯାଜପୁର ଚମ୍ପିୟାନ


ଚଳିତ ମାସ 16ଓ 17ତାରିଖ 2ଦିନ ବ୍ୟାପି ଜଗତସିଂହପୁର sbm କଲେଜ ଗ୍ରାଉଣ୍ଡ ରେ 36ତମ ରାଜ୍ୟ ସ୍ତରୀୟ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି, ଏଥିରେ 16ଟି ଦଳ ଭାଗ ନେଇଥିଲେ, ଫାଇନାଲ ମ୍ୟାଚ ରେ ଯାଜପୁର ଗଞ୍ଜାମ କୁ ଭେଟି ଥୀଲା,36ତମ ରାଜ୍ୟ ସ୍ତରୀୟ ମହିଳା ହ୍ୟାଣ୍ଡ ବଲ ପ୍ରତିଯୋଗିତା, ଯାଜପୁର ଚମ୍ପିୟାନଯାଜପୁର 13-8ଗୋଲ ରେ ଗଞ୍ଜାମ କୁ ପରାସ୍ତ କରି ଚମ୍ପିୟାନ ଟ୍ରଫି ହାସଲ କରି ଥିଲା, ଉକ୍ତ ମ୍ୟାଚ ର କୋଚ ଭବାନୀ ଶଙ୍କର ସେନାପତି ମହମଦ ସାହିଦ ଓ ରଶ୍ମି ରଞ୍ଜନ ଓଝା ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ପରିଚାଳିତ ହୋଇ ଥୀଲା, ଏହି ଖୁସି ଖବର ଶୁଣି ଜିଲ୍ଲା ହ୍ୟାଣ୍ଡ ବଲ ଆସୋସିଏସନ ସଭାପତିରମେଶ ପୃଷ୍ଟି ତଥା ସମସ୍ତ କର୍ମ କର୍ତା ଶୁଭେଚ୍ଛା ଜଣାଇବା ସହିତ ଖେଳାଳି ମାନଙ୍କର ଉଜ୍ୱଳ ଭବିଷତଃ କାମନା କରିଛନ୍ତି,
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ




