Orisha

ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନ ପାଳନ କରିବା ସହିତ ପି.ଏମ.ବିଶ୍ଵକର୍ମା ଯୋଜନା ର ଶୁଭାରମ୍ଭ ରେ ଯୋଗଦାନ “

 

ବୌଦ୍ଧ -୧୭.୦୯-ଆଜି ଦିନ ସକାଳ ଠିକ୍,୧୦.୨୭ ମିନିଟ ସମୟରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ବରେ ସମସ୍ତ ନେତୃବୃନ୍ଦ ପ୍ରମୁଖ ଙ୍କ ସହିତ କେନ୍ଦ୍ର ସରକାରଙ୍କ ଦ୍ଵାରା ଉପକୃତ ହୋଇଥିବା ଲ।ଭାର୍ଥି ମାନଙ୍କୁ ସାଙ୍ଗରେ ଧରି ” ମ।ତଙ୍ଗେଶ୍ୱର ମନ୍ଦିର ଠାରେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ଜନ୍ମ ଦିନ ପାଳନ ମହାସମାରୋହରେ ପାଳିତ ହୋଇଥିଲା, ଓ ତାଙ୍କର ଦୀର୍ଘ, ସୁସ୍ଥ ଜୀବନ କାମନା କରି ପୂଜା , ବେଦ ପାଠ ସହିତ ଦୀପଦାନ ସମ୍ପନ୍ନ କରାଯାଇଥିଲା । ଆଜିର ଦୂତିୟ କାର୍ଯ୍ୟକ୍ରମ “ପ୍ରଧାନ ମନ୍ତ୍ରୀ ବିଶ୍ଵକର୍ମା ଯୋଜନା” ର ଶୁଭାରମ୍ଭ ରେ ଜିଲ୍ଲା ସ୍ତରରେ ଓ ସମସ୍ତ ମଣ୍ଡଳ, ସ୍ତରରେ , ନେତୃବୃନ୍ଦ ଙ୍କ ସହିତ କେନ୍ଦ୍ର ସରକାରଙ୍କ ଦ୍ଵାରା ଉପକୃତ ହୋଇଥିବା ଲାଭାର୍ଥି ମାନେ ଅଂଶ ଗ୍ରହଣ କରିବା ସହିତ ସିଧା ପ୍ରସାରଣ ରେ ଭାଗ ନେଇଥିଲେ ।ଏହି ଯୋଜନାରେ୧୮ ପ୍ରକାର ପାରମ୍ପ।ରିକ ବର୍ଗ , ବିଶ୍ଵକର୍ମା ଭାଇ ଭଉଣୀ ମାନଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟି ରେ ୫ ପ୍ରତିଶତ ସୁଧ ରେ ଋଣ ପ୍ରଦାନ,୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଟୁଲ କିଟ୍ ସ୍କିଲ ଅପଗ୍ରେଦେସନ ପାଇଁ ଟ୍ରେନିଂ ଏବଂ ୫୦୦ ଟଙ୍କା ପ୍ରତିଦିନ ଷ୍ଟାଇ ପେଣ୍ଡ ସହିତ କ୍ବ।ଳିଟି ସାର୍ଟିଫିକେ ସନ୍, ମାର୍କେତିଂ ସହାୟତା ଯୋଗାଇ ଦିଆଯିବ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ବରେ ସର୍ବସ୍ରି ଶିଶିର କୁମାର ଘୋଷ, ଶ୍ୟାମ ସୁନ୍ଦର ପୁରୋହିତ ,ତାପସ କୁମାର ପଟ୍ଟନାୟକ ,ପ୍ରେମାନନ୍ଦ ମିଶ୍ର ,ଯୁଗଳ କିଶୋର ସାମଲ, ମନ ରଞ୍ଜନ ଦାସ , ମିନା ରାଣୀ ମିଶ୍ର, ନମିତା ରାଣୀ ଦାସ ,ସରୋଜ ପ୍ରଧାନ,ବ୍ୟୋମକେଶ ମହାପାତ୍ର, ରାଜ କୁମାର ମେହେର, ନିରଞ୍ଜନ ଦାନୀ ,ରଶ୍ମିତା ହୋତା ,ସତ୍ୟାନନ୍ଦ ପାଣ୍ଡେ,ବବିତା ପ୍ରଧାନ, ସୁବର୍ନା ଝଙ୍କାର, ସାବିତ୍ରୀ ବାରିକ,ମ।ମି ବେହେରା ଙ୍କ ସହିତ ବହୁ ଲ।ଭ।ର୍ଥି

ଯୋଗଦାନ୍ କରି ଥିଲେ ।

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button