Orisha

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ହାଇଟେକ ପବ୍ଲିକ ସ୍କୁଲ ତରଫରୁ “ପେରେଣ୍ଟସ ଏଜ ପାର୍ଟନର” ଏକ ନିଆରା କାର୍ଯ୍ୟକ୍ରମ ହୋଇଥିଲା l

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ହାଇଟେକ ପବ୍ଲିକ ସ୍କୁଲ ତରଫରୁ ଭବାନୀପାଟଣା ସ୍ଥିତ ଏସ. ଏନ କନଫରେନ୍ସ ହଲ ଠାରେ ଏସ.ଟି,ଏସ. ସି ଛାତ୍ର ଛାତ୍ରୀ ଓ ଅଭିଵାବକ ମାନଙ୍କୁ ନେଇ “ପେରେଣ୍ଟସ ଏଜ ପାର୍ଟନର” ଏକ ନିଆରା କାର୍ଯ୍ୟକ୍ରମ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଶ୍ରୀଯୁକ୍ତ ଦିବ୍ୟାଶଙ୍କର ମିଶ୍ର, ଭବାନୀପାଟଣା ପୌରପାଳିକା ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ସ୍କୁଲ ସଭାପତି ଶ୍ରୀଯୁକ୍ତ ଗିରିଶ ବେହେରା, ଚେୟାରମେନ ସତ୍ୟଜିତ କର, ପ୍ରାଶାସନିକ ଅଧୀକାରୀ ପ୍ରଶାନ୍ତ ମିଶ୍ର,ଶ୍ରୀମତୀ ଅଳ୍ପନା ପଟ୍ଟନାୟକ ସ୍କୁଲ ଅଧ୍ୟକ୍ଷା, ହାଇଟେକ ପବ୍ଲିକ ସ୍କୁଲ ର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର, ଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ l ସୈାରଭ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।ଓ ଧନ୍ୟବାଦ ଅର୍ପଣ କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button