Orisha

 ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 137ତମ ଜନ୍ମ ମହୋତ୍ସବ

: ଆଜି ଛତିଆ ସତସଙ୍ଗ ମନ୍ଦିର ପରିସର ମଧ୍ୟରେ ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 137ତମ ଜନ୍ମ ମହୋତ୍ସବ ମହା ସମା ରୋହରେ ପାଳିତ ହୋଇ ଯାଇଛି ସକାଳ 7,05ରେ ଜନ୍ମ ଲଗ୍ନ ଘୋଷଣା ସଦ୍ଦଗ୍ରନ୍ଥ ପାଠ ଆହ୍ୱାନ ଧୋନି ଓ ସଂଗୀତା ଞ୍ଜଳୀ ସନ୍ଧ୍ୟା 7,30ରେ ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇ ଥିଲ୍ଲା, ସହ ପ୍ରତି ରୀତିକ ସତ୍ୟ ପିର ନାୟକ ଅଧକ୍ଷତା କରିଥିଲେ, କେନ୍ଦ୍ର ସମ୍ପାଦକ ଫକୀର ଚରଣ ପୃଷ୍ଟି ନାରାୟଣ ଚନ୍ଦ୍ର ପ୍ରଧାନ ସନାତନ ଲେଙ୍କା ଙ୍କ ସମେତ ବହୁ କର୍ମୀ ଗୁରୁ ଭାଇ ଓ ମା ମାନେ ଯୋଗ ଦେଇଥିଲେ, ସମସ୍ତେ ପ୍ରସାଦ ସେବନ କରି ଥିଲେ ଅଭି ମନ୍ୟୁ ସାମନ୍ତ ରାୟ ଙ୍କ ସୌଜନ୍ୟ ରୁ ଆନନ୍ଦ ବଜାର ର ବ୍ୟବସ୍ତା କରାଯାଇଥିଲା

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୂଜ୍

Related Articles

Back to top button