Orisha
ଭିଜଲାନ୍ସ ଜାଲରେ ପୂର୍ବତନ ବୁଗୁଡ଼ା ତହସିଲଦାର ସଂଗ୍ରାମ କେଶରୀ ଜେନା l


-ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ରେ ବାରମ୍ବାର ଭିଜିଲାନ୍ସ ରେଡ ରେ ଛାନିଆ ହେଲାଣି ସରକାରୀ ଅଫିସର l ଆଜିପୁଣି ଭିଜିଲାନ୍ସ ରେଡ ରେ ପୂର୍ବତନ ତହସିଲଦାର ସଂଗ୍ରାମ କେଶରୀ ଜେନା, ନିଜ ବାସଭବନ ବାଲୁଗାଁ NAC ଜେନା କଲୋନୀ ତଦନ୍ତ ଚାଲିଥିବା ବେଳେ ବାଲୁଗାଁ ବଜାର ସ୍ଥିତ ଶଶୁର ଘର ଚୁଡା ମିଲ ସମେତ ପୈତୃକ ଘର ଚିଲିକା ହରିପୁର ରେ ତନ୍ନ ତନ୍ନ କରି ଦଦାରଖ ଚାଲିଥିବା ଜଣା ପଡିଛି l ଆୟବହିର୍ଭୁତ ସମ୍ପତି ଠୁଳ ମାମଲା ରେ ସତନ୍ତ୍ର ଭିଜିଲାନ୍ସ ଟିମ ରେ ତିନି ଜଣ ଡି. ଏସ. ପି. ଓ ଦଶଜଣ ଇନସପେକ୍ଟର ଚଢ଼ାଉରେଶ୍ରୀ ଜେନା ଙ୍କ ଆଲିସନ ବଙ୍ଗଳା ଓ ନାମିଦାମୀ କାର, ବାଇକ ଜବତ କରୁଥିବା ସୂଚନା ମିଳିଛିl
ବାଣପୁର ରୁ ତ୍ରିଲୋଚନ ବାରିକ ସମର୍ଥ news.




