Orisha

କଣ୍ଟାପଡ଼ା ବ୍ଳକ ତରଫରୁ ୧୪ଗୋଟି ଗ୍ରାମପଞ୍ଚାୟତରୁ କଳାକାରମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ୨ ଦିନ ଧରି ଅନୁଷ୍ଠିତ

କଟକ ଜିଲ୍ଲା କଣ୍ଟାପଡ଼ା ବ୍ଳକ ତରଫରୁ ୧୪ଗୋଟି ଗ୍ରାମପଞ୍ଚାୟତରୁ କଳାକାରମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୦ ଶହରୁ ଉର୍ଦ୍ଧ କଳାକାର ଅଂଶ ଗ୍ରହଣ କରିଥିଲେ।ଏହି ଯୋଜନାରେ ଚିକିତ୍ସାଳୟ,ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ମମତା ଯୋଜନା, ମଧୁବାବୁ ପେନସନ ଯୋଜନା, ମିଶନ ଶକ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ,କୃଷିରଣ , ପାଲା, ଯୋଡା ନାଚ ଧୁଡୁକି ନାଚ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ଓ ସେମାନକଂ ମଧ୍ୟରେ ସଚେତନତା ସୃଷ୍ଟି କରିବା। କଣ୍ଟାପଡ଼ା ବ୍ଳକରୁପୁଷ୍ପଲତା ଦୀକ୍ଷିତଙ୍କ ରିପୋଟ ସମର୍ଥ ନିୟୁତ୍‌ ଓଡ଼ିଶା

Related Articles

Back to top button