ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ପ୍ରଚାର ନିମନ୍ତେ ବ୍ଳକ ସ୍ତରୀୟ ସଂସାଧନ ସଦସ୍ୟଙ୍କ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ


କଟକ ଜିଲ୍ଲା କଣ୍ଟାପଡ଼ା ବ୍ଳକ ତରଫରୁ କଳାକାରମାନଙ୍କ ମାଧ୍ୟମରେ iec. ସୂଚନା, ଶିକ୍ଷା ଓ ଯୋଗାଯୋଗ ଦ୍ଵାରା ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ପ୍ରଚାର ନିମନ୍ତେ ବ୍ଳକ ସ୍ତରୀୟ ସଂସାଧନ ସଦସ୍ୟଙ୍କ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ୨୦୧୧ ମସିହାରୁ ରାଜ୍ୟରେ ବ୍ଳକ କଳା ସଂସ୍କୃତି ସଂଘbkssକାର୍ଯ୍ୟ କରିଆସୁଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ଓଡ଼ିଶାର ପାରମ୍ପରିକ ଲୋକ କଳାର ସଂରକ୍ଷଣ, ବିକାଶ ତଥା ପ୍ରଚାର ପ୍ରଶାର କରିବା କଳାକାରମାନଙ୍କ ଜୀବନଜୀବିକାରେ ସହାୟକ ହେବା ତଥା ରାଜ୍ୟ ସରକାରଙ୍କ ସୂଚନା ଶିକ୍ଷା ଓ ଯୋଗାଯୋଗର iecଏକ ଅଂଶ ଭାବରେ ସାଂସ୍କୃତିକ ଦଳ ମାଧ୍ୟମରେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହିତ ସେମାନଙ୍କ ମଧ୍ୟରେ ସଚେତନା ତା ସୃଷ୍ଟି କରିବା ଓ ସରକାରୀ ଯୋଗନା ଏବଂ ଯୋଗନାରେ ଲୋକଙ୍କ ସମ୍ପୃକ୍ତିକୁ ଅଧିକ ସୁଦୃଢ କରିବା। ତ୧୩.ow ୨୦୭୩ରିଖଦିନ ୧୦ଟାରୁ ଟାରୁ ୪ଟା ପର୍ଯ୍ୟନ୍ତ ପଞ୍ଚାୟତ ସମିତି କଣ୍ଟାପଡ଼ା ସଦ୍ଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଭକ୍ତ ପ୍ରଶିକ୍ଷଣ ଶିବିରରେbsky ଏବଂ ଆମ ଚିକିତ୍ସାଳୟ, ଆମ ଓଡ଼ିଶା ନବୀନ ଓଡ଼ିଶା କୃଷି ଋଣ ଏବଂ ଫସଲବୀମା ପାଇଁ ସରକାରୀ ସହାୟତା। ମଧୁବାକୁ ପେନସନ୍ ଯୋଗନା 5 tମାଧ୍ୟରେ ବିଦ୍ୟାଳୟରୂପାନ୍ତି କି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ମିଶନ୍ତ ଶକ୍ତି ହାକି ଉପରେ ପ୍ରଶିକ୍ଷକ ଦିଆଯାଇଛି ।
କଣ୍ଟାପଡ଼ା ରୁ ପୁଷ୍ପଲତା ଦୀକ୍ଷିତଙ୍କ ରିପୋଟ ସମର୍ଥ ନିୟୁଜ୍ ଓଡ଼ିଶା




