Orisha

ମା ଶାରଦା ବିଦ୍ୟାପୀଠ ପକ୍ଷରୁ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସ୍ଥିତ ଭୀମପୁର ପଞ୍ଚାୟତ ଚାଟ୍ଟମୁଣ୍ଡଳୀ ଗ୍ରାମ ଠାରେ ମା ଶାରଦା ବିଦ୍ୟାପୀଠ ପକ୍ଷରୁ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଦିବସ ପାଳଣ ଅବସରରେ l ଅନୁଷ୍ଠାନର ଅଧକ୍ଷ କମୋଲ ଲୋଚନ ମହାପାତ୍ରଙ୍କ ତତ୍ଵାଵଧାନରେ ଆୟୋଜିତ ହୋଇଯାଇଛି ପବିତ୍ର ଜନ୍ମାଷ୍ଟମୀ ସାମାରୋହ। ଏଥିରେ ମୁଖ୍ୟ ଅତିଥିଭାବେ ଆସ୍କା ସାସଂଦ ଶ୍ରୀମତୀ ପ୍ରମିଳା ବିଶୋଇ, ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ, ସମ୍ମାନିତ ଅତିଥିଭାବେ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ‘ ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼,

ଗଞ୍ଜାମ ଜିଲ୍ଲା ରୁ ଭବାନୀ ଶଙ୍କର ପଣ୍ଡା ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍

Related Articles

Back to top button