ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ହ୍ୟାଣ୍ଡ ବଲ ପ୍ରତିଯୋଗିତା ରେ ଯାଜପୁର ଜିଲ୍ଲା ବାଳକ ବିଭାଗ ବିଜେତା ଓ ବାଳିକା ବିଭାଗ ଉପ ବିଜେତା


ଚଳିତ ମାସ 7ତାରିଖ ଠାରୁ 10ତାରିଖ ପର୍ଯ୍ୟନ୍ତ 4ଦିନ ବ୍ୟାପି ସୁନ୍ଦର ଗଡ଼ ମୁନିସିପାଲିଟି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇ ଯାଇଥିବା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ହ୍ୟାଣ୍ଡ ବଲ ପ୍ରତି ଯୋଗିତା ରେ ଯାଜପୁର ଜିଲ୍ଲା ବାଳକ ବିଭାଗ ଫାଇନାଲମ୍ୟାଚ ରେ କେନ୍ଦୁଝର କୁ 12-6ଗୋଲ ବ୍ୟବଧାନ ରେ ହରାଇ ଚମ୍ପିୟାନ ହୋଇଥିବା ବେଳେ ଯାଜପୁର ଜିଲ୍ଲା ବାଳିକା ଦଳ ଏକ ସଂଘର୍ଷ ପୁର୍ଣ ମ୍ୟାଚ ମୁକାବିଲା ରେ କିଟ ଭୁବନେଶ୍ୱର ଠାରୁ 9-8ଗୋଲ ବ୍ୟବଧାନ ରେ ପରାସ୍ତ ହୋଇ ରନର୍ସ ଅଫ ଆଖ୍ୟା ଅର୍ଜନ କରି ଛନ୍ତି, ଏହି ଖୁସି ଖବର ପାଇ ଯାଜପୁର ଜିଲ୍ଲା deo ନିବେଦିତା ପାଣି adeo କୃତିବାସ ବାରିକ ଶଶୀଧର ସିଂହ ରାଜେଶ ସ୍ୱାଇଁ ଶାରୀରିକ ଶିକ୍ଷା ନିରୀକ୍ଷକ ଶମ୍ବୁ ନାଥ ଦାସ ଓ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ ସମ୍ପାଦକ ରମେଶ ପୃଷ୍ଟି ଶୁଭେଚ୍ଛା ଜଣାଇବା ସହିତ ଖେଳାଳି ମାନଙ୍କର ଉଜ୍ୱଳ ବବିଷ୍ୟତ କାମନା କରିଛନ୍ତି, ଏହି ମ୍ୟାଚ ପ୍ରତି ଯୋଗିତା ର ଟିମ manger ଜିତେନ୍ଦ୍ର ଜେନା ହରିହର ବିଶ୍ୱାଳ ଓ ମିନତୀ ବେହେରା ଙ୍କ ନେତୃତ୍ୱ ରେ ପରିଚଳିତ ହୋଇ ଥୀଲା
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




