Orisha

କଳାହାଣ୍ଡି ଭବାନୀପାଟଣା ଠାରେ ବିଜୁ ମହିଳା ଜନତା ଦଳ କଳାହାଣ୍ଡି ତରଫରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

କଳାହାଣ୍ଡି ଭବାନୀପାଟଣା ଠାରେ ବିଜୁ ମହିଳା ଜନତା ଦଳ କଳାହାଣ୍ଡି ତରଫରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଅତାବିରା ବିଧାୟିକା,ରାଜ୍ୟ ବିଜୁ ମହିଳା ଜନତା ଦଳ,ଓଡିଶା ର ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ହସ୍ତତନ୍ତ, ହସ୍ତାଶିଳ୍ପ, ଟେକ୍ସଟାଇଲସ ଓଡିଶା ସରକାର ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଯୋଜନା ଓ ଲୋକସମ୍ପର୍କ ବିଭାଗ ଓଡିଶା ସରକାର ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ କଳାହାଣ୍ଡି ର ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ, ଜୁନାଗଡ଼ ବିଧାୟକ ଶ୍ରୀଯୁକ୍ତ ଦିବ୍ୟାଶଙ୍କର ମିଶ୍ର, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା,ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରୀ,ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ ନାଏକ, BCC ବ୍ୟାଙ୍କ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ବେହେରା, କଳାହାଣ୍ଡି ଜିଲ୍ଲା ର ଅନେକ ମହିଳା ସରପଞ୍ଚ, ପି.ଆର. ଆଇ ମେମ୍ବର, ତଥା ବିଜୁ ମହିଳା ଜନତା ଦଳର କର୍ମକର୍ତା ମାନେ ଉପସ୍ଥିତ ଥିଲେ l ବୈଠକରେ ଆଗାମି ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ ହୋଇଛି । ସରକାରଙ୍କ ସବୁ ଯୋଜନାକୁ ଲୋକାଭିମୁଖୀ କରିବାକୁ କୁହାଯାଇଛି । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button