Orisha

ରାଜ୍ୟ ସ୍ତରୀୟ ସମ୍ପାନ କାର୍ଯ୍ୟ କ୍ରମ

ଆଜି ଛତିଆ ସ୍ଥିତ ମହା ପୁରୁଷ ହାଡ଼ି ଦାସ ମହା ବିଦ୍ୟାଳୟ ରେ ପ୍ରାଚୀନ ଉତ୍କଳ ର ସାଂସ୍କୃତିକ ଚେତନା ଉପରେ ଆଲୋକପାତ କରାଯାଇଥିଲା, dr ସଂଜିତା ମିଶ୍ର ମୁଖ୍ୟ ଅତିଥି ଅଧକ୍ଷ ବଳରାମ ସାହୁ ଚିତ୍ତ ରଞ୍ଜନ ସାହୁ ସମ୍ମାନିତ ଅତିଥି ଓ ମନୋଜ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଥିଲେ, ପୁଷ୍ପଲତା ସାମଲ ସଭାପତିତ୍ୱ କରି ଥିବା ବେଳେ ଚକ୍ର ଧର ନାୟକ ଅତିଥି ପରିଚୟ ପ୍ରଦାନ କରି ଥିଲେ, ବିଭାଗୀୟ ଅଧ୍ୟାପିକା dr ଚନ୍ଦ୍ର କଳା ନାୟକ କଳ୍ପ ତରୁ ନାୟକ ସ୍ମୃତି ରଞ୍ଜନ ସେଠି କାର୍ଯ୍ୟ କ୍ରମ କୁ ପରି ଚାଳନା କରି ଥିବା ବେଳେଭରତ ଭୁଷଣ ସାହୁ ତୁଷାର କାନ୍ତି ଭଳାନାଥ ନାୟକ dr ନିରଞ୍ଜନ ପାତ୍ର କବିତା ସାହୁ ସୁମିତ୍ରା ନନ୍ଦ ମୋନାଲିସା ମହାନ୍ତି ସରୋଜିନୀ ସ୍ୱାଇଁ ସୁନିତା ସ୍ୱାଇଁ ପ୍ରମୁଖ ସହଯୋଗ କରି ଥିଲେ ଛାତ୍ର କାଁହୁ ଚରଣ ଧନ୍ୟବାଦ ଅର୍ପଣ କରିଥିଲେ,

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍

Related Articles

Back to top button