ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ଟିମ ବଡ଼ଚଣା ତରଫରୁ ଗୁରୁ ଦିବସ ପାଳନ


ଟିମ୍ ବଡ଼ଚଣା ଅଧ୍ୟକ୍ଷ ଶ୍ରୀମାନ ଅଦ୍ଵିତୀୟ ଶତପଥୀ ମହୋଦୟଙ୍କ ତତ୍ୱାବଧାନ କ୍ରମେ ଆଜି ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ପରିସରରେ ସମସ୍ତ ଗୁରୁ ମାନଙ୍କୁ ସୋଲର ପଂଚାୟତର ସମିତି ସଭ୍ୟ ଶ୍ରୀମାନ ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ଟିମ ବଡ଼ଚଣା ତରଫରୁ ଗୁରୁ ଦିବସ ପାଳନ କରାଯାଇଅଛି….ଏଥିରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କୁ ଗୁରୁ ପୂଜା କରା ଯାଇଥିଲା ତା ସହିତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇଛି….ଅଧ୍ୟାପିକା ଚନ୍ଦ୍ରକଳା ନାୟକ.. ଚକ୍ରଧର ନାୟକ ଏବଂ ତୁଷାରକାନ୍ତି ବେହେରା ପ୍ରମୁଖ ଏଭଳି କାଯ୍ୟକ୍ରମ ଙ୍କୁ ବହୁତ ପ୍ରସଂଶା କରିବା ସହ ଟିମ ବଡ଼ଚଣା ର ଅଧକ୍ଷ ଏବଂ ସମସ୍ତ ମେମ୍ବର ଙ୍କୁ ଆଶ୍ରିବାଦ କରିଛନ୍ତି…ଏହି କାଯ୍ୟକ୍ରମ ରେ ଉପସ୍ଥିତ ଥିଲେ ବିତ୍ପିନ ବିଶ୍ୱାଳ ଚନ୍ଦ୍ରଭାନୁ ସେଠି ଶରତ ପାଣିଗ୍ରାହୀ ସରୋଜ ସିଂ ମାମିନା ପୃଷ୍ଟି କମଳାକାନ୍ତ ସ୍ୱାଇଁ ପଙ୍କଜ ନାୟକ ଶ୍ରୀନିବାସ ପଳେଇକାଁହୁ ରାଉତ ସିପୁନା ସାହୁବା ବୁ ସ୍ୱାଇଁ ଅକ୍ଷୟ ମଲ୍ଲିକ
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ୍




