Politics

ବୌଦ୍ଧ ଜିଲ୍ଲା, କଣ୍ଟାମାଲ ବ୍ଲକ,ବରଗାଁ ଗ୍ରାମ ପଞ୍ଚାୟତ ରେ କଂଗ୍ରେସ ଦଳ ର ହାତ ସେ ହାତ ଜୋଡ କାର୍ଯ୍ୟକ୍ରମ

ବୌଦ୍ଧ ଜିଲ୍ଲା, କଣ୍ଟାମାଲ ବ୍ଲକ,ବରଗାଁ ଗ୍ରାମ ପଞ୍ଚାୟତ ରେ କଂଗ୍ରେସ ଦଳ ର ହାତ ସେ ହାତ ଜୋଡ କାର୍ଯ୍ୟକ୍ରମ ଜିଲ୍ଲା ଉପସଭାପତି ଅଭିମନ୍ୟୁ ପ୍ରଧାନ ଙ୍କ ନେତୃତ୍ଵ ରେ ବ୍ଲକ ସଭାପତି ସୁଶାନ୍ତ ମାଲିକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଟିତ ହୋଇଅଛି। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସମିତି ସଭ୍ୟ ଟିକେଚନ୍ ରଣା, ଗରିବ ପ୍ରଧାନ, ନିତ୍ୟାନନ୍ଦ କର୍ମୀ, ବିଶ୍ଵାମିତ୍ର ପଢ଼ି, ସୁନାଧର୍ ପୁଟେଲ, ପ୍ରଭାତ ମଟାଲି, ବୁଲୁ ମହାନନ୍ଦ,ସରୋଜ ସାହୁ, ପୂବର୍ତନ କଂଗ୍ରେସ ବିଧାୟକ ପାର୍ଥି ପ୍ରଶାନ୍ତ କୁମାର ସାହୁ ଓ ସମସ୍ତ କଂଗ୍ରେସ କର୍ମୀ ଘର କୁ ଘର ବୁଲି କଂଗ୍ରେସ ସରକାର ସମୟ ରେ ହୋଇଥିବା ଲୋକାଭିମୁଖୀ ଯୋଜନା କୁ ନେଇ ଜନସାଧାରଣ ଙ୍କୁ ସଚେତନ କରାଇବା ସହିତ ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ।

କଣ୍ଟାମଲ ରୁ ତରଣୀସେନ ଦଳବେହେରା  ଙ୍କ ରିପୋର୍ଟ  ସମର୍ଥ news

Related Articles

Back to top button