Politics

କେନ୍ଦ୍ର ସରକାର ଙ୍କ ରାଜ୍ୟ ପ୍ରତି ଅବହେଳା କରୁଥିବା ର ପ୍ରତିବାଦ କରି ବିଭିନ୍ନ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ,


ଢେଙ୍କାନାଳ:୧୬.୦୨.୨୦୨୩  କେନ୍ଦ ସରକାର ରେ ଥିବା ବିଜେପି ଅଣ ବିଜେପି ରେ ଶାସନ କରୁଥିବା ରାଜ୍ୟ ଗୁଡ଼ିକୁ ବିଭିନ୍ନ ପ୍ରକାରର ଆଳ ଦେଖାଇ ହଇରାଣ କରୁଛନ୍ତି, ଏବଂ ଯଦି ଦେଖିବା ଓଡ଼ିଶା ଭଳି ଗରିବ ରାଜ୍ୟ ଯିଏକି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ରେ ପ୍ରତି ବର୍ଷ ମୁକାବିଲା କରୁଛନ୍ତି, ଏବଂ ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ବ ଆମ ରାଜ୍ୟ ରୁ ନେଉଛନ୍ତି କିନ୍ତୁ ରାଜ୍ୟ କୁ ଦେଉଛନ୍ତି କ’ଣ, ସେହି ପରି ତିନି ଲକ୍ଷ ଗରିବ ଲୋକଙ୍କ ଙ୍କ ଠାରୁ ଏକ କେଜି ଚାଉଳ କାଟି ଦେଇଛନ୍ତି ଏହାର ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ବିଜେଡ଼ି ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି, ଏଥିରେ ସାଂସଦ ମହେଶ ସାହୁ, ବିଧାୟକ ସୁଧିର ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ,ଓ ଅନ୍ୟ ସମସ୍ତ ଛାମୁଆଁ ନେତା ଯୋଗଦାନ କରିଥିଲେ ଏବେ ଦେଖିବାକୁ ବାକି ରହିଲା ସତ ରେ କ’ଣ ଏ ପ୍ରତିବାଦ ସଭା କେନ୍ଦ୍ର ସରକାର ଙ୍କ କାନରେ ପଡୁଛି କି ନାହିଁ.

ଢେଙ୍କାନାଳ ରୁ ସମର୍ଥ News ରିପୋର୍ଟ

Related Articles

Back to top button