Politics

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପ୍ରଭାବରେ କଂଗ୍ରସ ଭବନରେ ଉତ୍ସବ ପାଳନ.

ଭୁବନେଶ୍ୱର, ଆଜି ରାଜ୍ୟ କଂଗ୍ରେସ ଭବନରେ କଂଗ୍ରେସ କର୍ମୀ ମାନେ ବେଶ ଆନଦ୍ଵିତ ହୋଇ ବିଜୟ ଉତ୍ସବ ପାଳନ କରିଥିଲେ. ଓଡ଼ିଶାରେ ଝାରସୁଗୁଡା ଉପନିର୍ବାଚନ ଫଳାଫଳ କଂଗ୍ରେସକୁ ଏକ ଶକ୍ତ ଧୋକା ଦେଇଥିଲେ ମଧ୍ୟ କଂଗ୍ରେସର କୌଣସି ଚିନ୍ତା ନ ଥିବାବେଳେ କର୍ଣ୍ଣାଟକ ଭୋଟରେ କଂଗ୍ରେସର ପୁର୍ଣ ବହୁମତ ପାଇଥିବାରୁ ଦଳରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି. ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବକ୍ତବ୍ୟରୁ ସ୍ପଷ୍ଟ ସୂଚନା ଯେ ମୋଦି ମ୍ୟାଜିକ କିଛି ନାହିଁ, ପଇସା କାମ ଦେଉନାହିଁ ଖାଲି ସବୁ କଂଗ୍ରସିଆ ଏକ ହୋଇ ନିଷ୍ଠାପର ଭାବେ କାମ କଲେ 2024ରେ ଦେଶରେ କଂଗ୍ରେସ ସରକାର ହେବ ଓ ରାହୁଲ ଗାନ୍ଧୀ ପ୍ରଧାନ ମନ୍ତ୍ରୀ ହୋଇ ପାରିବେ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button