Politics

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବାଜିମାତ୍ ।

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବାଜିମାତ୍ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବୃହତ ବିଜୟ । ରେକର୍ଡ ସଂଖ୍ୟକ ଭୋଟରେ ଜିତିଛି ବିଜେଡି । ୪୮, ୬୧୯ ଭୋଟରେ ଜିତିଲା ବିଜେଡି । ଦୀପାଳିଙ୍କୁ ୧ଲକ୍ଷ ୭ହଜାର ୬ଶହ ୩ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮ ହଜାର ୩୮୪ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୪ହଜାର ୪୭୩ ଭୋଟ୍ ମିଳିଛି । ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଝିଅ ଦୀପାଳ ଦାସ । ୨୦୧୯ରେ ନବ ଦାସ ପାଇଥିଲେ ୯୮ହଜାର ଭୋଟ । ୨୦୧୯ରେ ନବ ୪୫୬୯୯ ଭୋଟରେ ଜିତିଥିଲେ । ନବ ଦାସଙ୍କୁ ମିଳିଥିଲା ୯୮୬୨୦ ଭୋଟ ।

ଝାରସୁଗୁଡ଼ା ରୁ   ବ୍ୟୁରୋ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button