Entertainment

ଦଶ ଦୋଳ ମେଲଣ ଉପଲକ୍ଷେ ଲଉଡ଼ି ଖେଳ

ଛତିଆ ର ଗତକାଲି ଦଶ ଦୋଳ ମେଲଣ ଅବସର ରେ ଗୋପାଳ ଭାଇ ମାନଙ୍କ ପକ୍ଷରୁ ଚିତା କର୍ଷକ ଲଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା, ପ୍ରଥମେ ବିମାନ ରେ ବିରାଜମାନ କରିଥିବା ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତିକୁ ପୂଜାର୍ଚନା କରାଯାଇଥିଲା ଗ୍ରାମ ପରିକ୍ରମା କରାଯାଇଥିଲା, ଗୁରୁ ଭଗବାନ ଦାଶ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଆୟୋଜିତ ଲଉଡ଼ି ଖେଳ ପ୍ରଦର୍ଶନୀ ରେ ମଣିଆ ଦୋବଣ୍ଡିଆ ଅଭୟପୁର ଓ ଛତିଆ ର ଭାଇ ମାନେ ଯୋଗ ଦେଇଥିଲେ, ସଭାପତି ମିହିର ପ୍ରତାପ ଦାଶ ମହେଶ୍ୱର ଓଝା ମଣିମା ପ୍ରଫୁଲ୍ଲ ଦାଶ ସତ୍ୟରଞ୍ଜନ ନନ୍ଦ ଥାନ ପତି ନିରଞ୍ଜନ ବେହେରା ବ୍ରହ୍ମା ନନ୍ଦ ନାୟକ ରଞ୍ଜନ ସାହୁ ସମିତି ସଭ୍ୟ ଦୀପକ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରାଇଥିଲେ, ରଂଜିତ ଦାଶ ପେମାନନ୍ଦ ଦାଶ ଶରତ ସାହୁ ମୁନା ରଣା ନଟବର ସାହୁ ଓ ଅଜୟ ପଣ୍ଡାପ୍ରମୁଖ ଉକ୍ତ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ,

Related Articles

Back to top button