Politics
କାଇମାଟିଆ ଗ୍ରାମ ପଞ୍ଚାୟତ ରେ ବିଜୁ ଜନତା ଦଳ ର କର୍ମୀ ମାନଙ୍କ ର ୱାର୍ଡ ମେମ୍ବର ଭୋଟ ରେ ବିଜୟ


ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ବ୍ଲକ ରେ ସାତ ଗୋଟି ପଞ୍ଚାୟତ ରେ ହୋଇଥିବା ୧୨ ଗୋଟି ୱାର୍ଡ ର ନିର୍ବାଚନ ୱାର୍ଡ ମେମ୍ବର ମାନଙ୍କ ର ଫଳାଫଳ ପ୍ରକାଶ ପାଇଛି, ଏଥିରୁ କେବଳ ପାଞ୍ଚୋଟି ୱାର୍ଡ ଥିଲା କାଇମାଟିଆ ଗ୍ରାମ ପଞ୍ଚାୟତ ର, ୱାର୍ଡ ମେମ୍ବର – ତିନି ର ଅଜୟ କୁମାର ନାୟକ ବିଜୟ ବ୍ୟବଧାନ ଥିଲା ୨୫ ଖଣ୍ଡ, ଚାରି ନମ୍ବର ମନୋଜ କୁମାର ଦେହୁରୀ ବିଜୟ ବ୍ୟବଧାନ ଥିଲା ୪୯ ଖଣ୍ଡ, ପାଞ୍ଚ ନମ୍ବର ସୁବାସ ଚନ୍ଦ୍ର ସାହୁ ବିଜୟ ବ୍ୟବଧାନ ଥିଲା ୩୩ ଖଣ୍ଡ , ଛ ଅ ନମ୍ବର ଅନନ୍ତ ଚରଣ ସାହୁ ୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ, ଏହି ବିଜୟ ଶ୍ରେୟ ୱାର୍ଡ ମେମ୍ବର ମାନେ ସେମାନଙ୍କ ର ଭୋଟର ମାନଙ୍କୁ ଦେଇଛନ୍ତି,କାଇମାଟିଆ ଗ୍ରାମ ପଞ୍ଚାୟତ ର ବିଜୁ ଜନତା ଦଳର ସଭାପତି ଘନଶ୍ୟାମ ସାମଲ,ଅମିତ ମହାପାତ୍ର, ଶଙ୍କର୍ଷଣ ସାହୁ, ପ୍ରବୋଧ ଶତପଥୀ, ଅନିରୁଦ୍ଧ ରାଉତ, ପଞ୍ଚାନନ ସାହୁ ପ୍ରମୁଖ ବିଜୟୀ ୱାର୍ଡ ମେମ୍ବର ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମଥ ନ୍ୟୁଜ୍




