Entertainment
ଦିବ୍ୟାଙ୍ଗ ଙ୍କ ପକ୍ଷରୁ ଭଜନ ସମାରୋହ


ଆଜି ଛତିଆ ପିଲିଗ୍ରିମ ସେଡ ସମ୍ମୁଖରେ ଦିବ୍ୟାଙ୍ଗ ଙ୍କ ପକ୍ଷରୁ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା, ଯାହାକୁ ଶୁଣିବା ପାଇଁ ଶହ ଶହ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା, ରାଜେଶ ବିଶୋଇ ପ୍ରିତମ ପାତ୍ର ସତ୍ୟ ନାରାୟଣ ବିଶୋଇ ସୋନାଲି ପାତ୍ର ବାବୁଲି ସାହୁ ଓ ପର୍ଶୁ ରାମ ବେହେରା ପ୍ରମୁଖ ଦିବ୍ୟାଙ୍ଗ କଣ୍ଠ ଶିଳ୍ପୀ ମାନେ ମନ ମୁଗ୍ଧ କର ଭଜନ ପରିବେଷଣ କରି ଶ୍ରୋତା ମାନଙ୍କୁ ମନ୍ତ୍ର ମୁଗ୍ଧ କରି ପାରିଥିଲେ,




