Politics

ବିଧାୟକଙ୍କୁ ସମ୍ୱର୍ଦ୍ଧନା କଲେଜଣାଇଲେ ଛତିଆ ଟ୍ରକ ଓନର୍ସ ଆସୋସିଏସନ

ବଡ଼ଚଣା (ଆ ପ୍ର ) ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ସ୍ଥିତ ମା ମଙ୍ଗଳା ଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ ବଡ଼ଚଣା ବିଧାୟକ ଶ୍ରୀଯୁକ୍ତ ଅମର ନାୟକ ଙ୍କୁଆଜି ଛତିଆରେ ଥିବା ଧର୍ମଶାଳା ପ୍ରାନ୍ଥ ନିବାସରେ ସମ୍ୱର୍ଦ୍ଧନାଜ୍ଞାପନ କରାଯାଇଅଛି,। ଏହି ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ମା ମଙ୍ଗଳା ଟ୍ରକ ଓନର୍ସ ଆସୋସିଏସନର ସଭାପତି ଦିଲ୍ଲୀପ କୁମାର ପ୍ରହରାଜ ଓ ସଂପାଦକ ସମରେଶ ପ୍ରହରାଜଙ୍କ ଅଧ୍ୟକ୍ଷ ତା ରେ ଅନୁଷ୍ଠିତ ହୋଇଥିଲା। ଏବଂ ସହସଂପାଦକ ସମରେନ୍ଦ୍ର ଦାସ ଓ କୋଷାଧ୍ୟକ୍ଷ ଅରବିନ୍ଦ ବିଶ୍ଵାଳ ସହ ଛତିଆ, ସୋଲର, ପଟଣା ଅଞ୍ଚଳର ଟ୍ରକ ମାଲିକ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହି ବିଧାୟକ ଙ୍କୁ ପୁଷ୍ପଗୁଚ୍ଛଓ ଉତ୍ତରୀୟ ଦେଇ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ। ଏବଂ ଟ୍ରକ ମାଲିକ ସଂଘର ସମସ୍ତ ସଭ୍ୟ ସଙ୍ଘ ର ବିଭିନ୍ନ ୍କୁ ସବୁ ସମସ୍ୟା ଉପରେ ମାନ୍ୟବର ବିଧାୟକ ଙ୍କ ଦୂର୍ଷ୍ଟି ଆକର୍ଷଣ କରିଥିଲେ,, ବିଧାୟକ ସମାଧାନ ପାଇଁ ପ୍ରତିଶୃତି ଦେଇ ଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,

Related Articles

Back to top button