Entertainment
ଛତିଆ ଜାଗୁଳାଇ ଙ୍କ ପୀଠରେ ରଜ ମହୋତ୍ସବ


ଛତିଆ ଜାଗୁଳାଇ ଙ୍କ ପୀଠରେ ରଜ ମହୋତ୍ସବ, ଆଜି ଛତିଆ ଜାଗୁଳାଇ ଙ୍କ ପୀଠ ରେ ରଜ ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା ରେ ବିଧାୟକ ଅମର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ର ଶୁଭ ଉଦଘାଟନ କରିଥିଲେ, ଉପସ୍ଥିତ ଲୋକ ମାନଙ୍କୁ ରଜ ପର୍ବ ସମ୍ପର୍କ ରେ ତାଙ୍କର ବାର୍ତା ପ୍ରଦାନ କରିଥିଲେ, ସମିତି ସଭ୍ୟ ଦୀପକ ସାହୁ ମଞ୍ଚ ପରିଚାଳନା କରିଥିଲେ, ଆୟୋଜିତ ନୃତ୍ୟ ପ୍ରତିଯୋଗିତା ରେ କୃତି କଳାକାର ମାନଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ ପ୍ରଦାନ କରିଥିଲେ, ଯୁବ ସମାଜସେବୀ ରଞ୍ଜନ ସାହୁ ସୁଶାନ୍ତ ସାହୁ ନାରୀ ନେତ୍ରୀ ଚିନ୍ମୟୀ ସାହୁ ଦିଲୀପ ରଣା ଗଗନ ବିଶ୍ୱାଳ ଅନିଲ ବେହେରା ଅନି ପୃଷ୍ଟି ଗେଡ଼ ସାମନ୍ତରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ଅନୁଷ୍ଠାନ ର ସଭାପତି ଶରତ ପାଣିଗ୍ରାହୀ ସମ୍ପାଦକ ପବିତ୍ର ମଲିକ ଉପ ସଭାପତି ବଗି ମଲିକ ତଥା ଅନ୍ୟ ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ,




