Entertainment

ପଟଣା ରଜ ମହୋତ୍ସବ, ପଟଣା ବାଲିଯାତ୍ରା ପଡିଆ ଠାରେ 3ଦିନ ବ୍ୟାପି ଅନୁଷ୍ଠିତ

 

ପଟଣା ରଜ ମହୋତ୍ସବ, ପଟଣା ବାଲିଯାତ୍ରା ପଡିଆ ଠାରେ 3ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ରଜ ମହୋତ୍ସବ ର ଆଜି ଦ୍ୱିତୀୟ ସନ୍ଧ୍ୟା ରେ ନବ ନିର୍ବାଚିତ ବିଧାୟକ ଅମର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରଜ ପର୍ବ ଗଣ ପର୍ବ ସମ୍ପର୍କ ରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ, ଛତିଆ ସମିତି ସଭ୍ୟ ଦୀପକ ସାହୁଅନୁଷ୍ଠାନ ର ପ୍ରମୁଖହରିହର ନାଥ ଅଜୟ ରାଉତ ରାୟ ହୃଷୀ କେଶ ନାଥ ଦିପୁ ରାଉଳ ଦୀପକ ବେହେରା ପ୍ରଫୁଲ୍ଲ ବିଶ୍ୱାଳ ଯୁବ ସମାଜ ସେବୀ ରଞ୍ଜନ ସାହୁ ସୁଶାନ୍ତ ସାହୁ ୱାର୍ଡ ସଭ୍ୟ ଲଷ୍ମୀଧର ବେହେରା ମଧୁ ସୁଦନ ବାରିକ ଉଛବ ସାହୁ ଶଙ୍କର୍ଷଣ ରାଉଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ହୋଇଥିଲେ, ରଜ କମିଟି ର ସମସ୍ତ ସଭ୍ୟ ତଥା ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ, ମ୍ୟୁଜିକ ଚେୟାର ସାଧାରଣ ଜ୍ଞାନ ପରୀକ୍ଷା ପୁଚି ଖେଳ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, କୃତି ପ୍ରତିଯୋଗୀ ଙ୍କୁ ଅନୁଷ୍ଠାନ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା,

Related Articles

Back to top button